ଲୋକସଭା ସୁରକ୍ଷା ଭଙ୍ଗ ଘଟଣା; ୮ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା। ଆଜି ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ସେକ୍ରେଟାରିଏଟ। ଗତକାଲି ହଠାତ୍ ସଂସଦ ଭବନକୁ ପଶି … Read More

‘ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ : ‘ମାସିକ ଋତୁସ୍ରାବ ମହିଳା ତଥା ଯୁବତୀଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ଜୀବନର ବାଧକ ରୂପେ ବିବେଚନା କରିବା ଉଚିତ ନୁହେଁ। ତେଣୁ ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ସହ ବାଧ୍ୟତାମୂଳକ ଦରମାର ଆବଶ୍ୟକତା … Read More

ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା; ତାତିଲେ ବିରୋଧୀ, ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ : ଗତକାଲି ସଂସଦ ର ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ସାଂଘାତିକ ତ୍ରୁଟିକୁ ନେଇ ତେଜିଛି ରାଜନୀତି। ଏହା ପ୍ରତିବାଦରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି । ଫଳରେ ଉଭୟ ଲୋକସଭା … Read More

ମାଷ୍ଟରମାଇଣ୍ଡ ଲଳିତ ଏବେ ବି ଫେରାର, ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ସାଂଘାତିକ ତ୍ରୁଟିକୁ ଗୁରୁତର ଭାବେ ନେଇଛନ୍ତି ସରକାର। ଦୁଇ ଜଣ ଯୁବକ ସଂସଦ ଭିତରେ ସ୍ମୋକ ଆଟାକ କରିଥିବା ବେଳେ ଆଉ ଜଣେ ମହିଳା ଓ ଯୁବକ ସଂସଦ ବାହାରେ ବିକ୍ଷୋଭ … Read More

ଉଚ୍ଛୃଙ୍ଖଳ ଆଚରଣ ଯୋଗୁଁ ରାଜ୍ୟସଭାରୁ ନିଲମ୍ବିତ ହେଲେ ତୃଣମୂଳ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌

ନୂଆଦିଲ୍ଲୀ: ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ ଚଳିତ ଅଧିବେଶନର ବାକି ଦିନ ସବୁ ପାଇଁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌ଙ୍କୁ ନିଲମ୍ବନ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ଆଜି ରାଜ୍ୟସଭାରେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଘଣ୍ଟାଏ ପରେ … Read More

ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ୧୩ ବିରୋଧୀ ଦଳ ସାଂସଦ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବାଚସ୍ପତି ଓମ୍‌ ବିର୍ଲା ୧୩ ଜଣ ସାଂସଦଙ୍କ ନାମ ଘୋଷଣା କରିବା ପରେ ଆଜି ଲୋକସଭାରୁ ସଂପୃକ୍ତ ୧୩ ଜଣ ବିରୋଧୀ ସାଂସଦଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ … Read More

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ଖଣ୍ଡପୀଠରେ ତାଲିକାଭୁକ୍ତ ମନି ଲଣ୍ଡରିଂ ମାମଲାରେ ଆପ୍‌ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ … Read More

ପୁଲିସକୁ ଖୋଲା ଧମକ ଦେଲେ ବିଟୁ ବଜରଙ୍ଗୀ

ନୂଆଦିଲ୍ଲୀ : ହରିୟାଣାର ଫରିଦାବାଦରେ ତଥା କଥିତ ଗୋରକ୍ଷାକାରୀ ବିଟୁ ବଜରଙ୍ଗୀ ପୁଲିସ୍‌କୁ ଖୋଲା ଧମକ ଦେଇଛନ୍ତି। ବୁଧବାର ରାତିରେ ବଜରଙ୍ଗୀଙ୍କ ସାନ ଭାଇଙ୍କୁ କିଛି ଲୋକ ଆକ୍ରମଣ କରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ … Read More

କାହିଁକି ସଂସଦରେ ଗ୍ୟାସ୍ ସ୍ପ୍ରେ କରିଥିଲେ ଅଭିଯୁକ୍ତ? ଜେରା ବେଳେ କହିଲେ କାରଣ

ନୂଆଦିଲ୍ଲୀ : ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ସୁରକ୍ଷା ତ୍ରୁଟିକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ଜଣ ଯୁବକ ଗୃହକୁ ପ୍ରବେଶ କରି ହଙ୍ଗାମା କରିବା ସହ ଆତଙ୍କ ଖେଳାଇବାକୁ ନେଇ ଶାସକକୁ ଘେରିଛନ୍ତି ବିରୋଧୀ। … Read More

ମସଜିଦରେ ସର୍ଭେକୁ ମିଳିଲା ହାଇକୋର୍ଟଙ୍କ ଅନୁମତି

ମଥୁରା : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମିକୁ ଲାଗିକି ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଛି କୋର୍ଟଙ୍କ ଅନୁମତି। ଆଜି ବିଚାର କରି ମସଜିଦରେ … Read More