ମଦ ବେପାରୀଙ୍କ ଟଙ୍କା ନୁହେଁ ବିଜେଡିର ଦଳୀୟ ପାଣ୍ଠି : ମନମୋହନ

ଭୁବନେଶ୍ୱର: ଆୟକର ବିଭାଗ ମଦ ବ୍ୟବସାୟୀଙ୍କ ଠାରୁ ଜବତ କରିଥିବା ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ଘଟଣାରେ ବିଜେପି ଆଜି ବିଜେଡ଼ିକୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି ଯେ … Read More

ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା

ଭୁବନେଶ୍ୱର: ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ଏବେ ବନବିଭାଗକୁ ଘାରିଛି | ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ ୩୧ ନଭେମ୍ବରରୁ ମେ ୧ ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା ଲାଗିଛି | ଅଣ୍ଡାଦାନ … Read More

ରଂଜିତ ପାତ୍ର ହେଲେ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ବର: ରାଜ୍ୟର ଯୁବ କଂଗ୍ରେସ ସଭାପତି ବଦଳିଛନ୍ତି। ରଂଜିତ ପାତ୍ରଙ୍କୁ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି। ରଂଜିତଙ୍କୁ ସଭାପତି ଭାବେ ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ନିଯୁକ୍ତ କରିଛନ୍ତି। ସେହିପରି ସାଗର … Read More

ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ପାରା ୭ଡିଗ୍ରି ରେକର୍ଡ

ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡା ସହର ଘୁ.ଉଦୟଗିରିରେ ଥଣ୍ଡାର ପ୍ରକୋପ ଜାରି ରହିଥିବା ବେଳେ ତାପମାତ୍ରା ଦିନକୁ ଦିନ ତଲମୁଁହା ହେବାରେ ଲାଗିଛି। ସପ୍ତାହେ ହେଲା ପାରଦ ତଳମୁଁହା ହେବା ସହ ଶୀତର ପ୍ରକୋପ … Read More

ବିଜେଡିର ପ୍ରତିଷ୍ଠା ଦିବସ ପ୍ରସ୍ତୁତି: ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆସନ୍ତା ୨୬ ତାରିଖରେ ୨୬ ବର୍ଷ ପୂରଣ କରି ୨୭ ବର୍ଷରେ ପାଦ ଥାପିବ। ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତାକାଲି (ଡିସେମ୍ବର ୧୫) ଶଙ୍ଖ ଭବନରେ ରାଜ୍ୟର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ … Read More

୧୭ ବର୍ଷୀୟ ପାଳିତା ଝିଅ ନିଖୋଜ; ନାଇଲନ୍‌ ଶାଢ଼ିରେ ଫାଶୀ ଦେଇ ଜୀବନ ହାରିଲେ କଳାକାର ଦମ୍ପତି

ଉଡୁପୀ: କର୍ଣ୍ଣାଟକର ଉଡୁପୀ ଜିଲ୍ଲା ଅନ୍ତର୍ଗତ କ‌ୌପ୍‌ ତାଲୁକ ଅଞ୍ଚଳର ମାଜୂର ଗାଁସ୍ଥିତ କରନଡାଡିରେ ଥିବା ବାସଭବନରୁ ୧୭ ବର୍ଷୀୟ ପାଳିତା ଝିଅ ନିଖୋଜ ହୋଇଯିବାରୁ ମଙ୍ଗଳବାର ରାତିରେ ଏକ କଳାକାର ଦମ୍ପତି ଆତ୍ମହତ୍ୟା କରିଛନ୍ତି।ମଙ୍ଗଳବାର ରାତି ୧୧.୨୦ରୁ ୧୨.୩୦ … Read More

ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଯୁଦ୍ଧ ଚାଲିବ: ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରୀ

ଜେରୁଜେଲମ୍‌: ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ବଳବତ୍ତର ରହିବ ବୋଲି ବୁଧବାର ଦିନ ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରୀ ଏଲି କୋହେନ୍‌ କହିଛନ୍ତି।ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, … Read More

ଦୈହିକ ସମ୍ପର୍କ ଲାଗି ମନା କରିବାରୁ ‘ଲିଭ୍‌-ଇନ୍‌’ ପାର୍ଟନର୍‌ଙ୍କୁ କଇଁଚିରେ ଭୁସି ହତ୍ୟା କଲେ ଯୁବକ

ଇନ୍ଦୋର: ଦୈହିକ ସମ୍ପର୍କ ଲାଗି ଅରାଜି ହେବାରୁ ୨୦ ବର୍ଷୀୟ ‘ଲିଭ୍‌-ଇନ୍‌’ ପାର୍ଟନର୍‌ଙ୍କୁ କଇଁଚିରେ ଭୁସି ହତ୍ୟା କରିଥିବା ଜଣେ ଯୁବକଙ୍କୁ ବୁଧବାର ଦିନ ଇନ୍ଦୋର୍‌ରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।‘ଇନ୍‌ଷ୍ଟାଗ୍ରାମ୍‌’ରେ ବନ୍ଧୁତ୍ବ ନିବିଡ଼ ହେବା ପରେ ଅଳ୍ପ … Read More

ସଂସଦରେ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ ଗଠିତ କମିଟି ଓ ମନ୍ତ୍ରୀଙ୍କ ସହ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସଂସଦରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସେପଟେ ଘଟିଥିବା ତ୍ରୁଟିର ତଦନ୍ତ ପାଇଁ ସରକାର ଏକ କମିଟି … Read More

‘ସେଲ୍‌ଫି’ ଉଠାଇଲା ବେଳେ ଆକ୍ରମଣ କଲା ସିଂହ; ଗୁରୁତର ଆହତ‌ ହେଲେ ୨୦ ବର୍ଷିୟ ଯୁବକ

ଲାହୋର୍‌: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସିଂହ ସହିତ ସେଲ୍‌ଫି ଉଠାଇବାକୁ ଉଦ୍ୟମ କରିଥିବା ଜଣେ ୨୦ ବର୍ଷିୟ ଯୁବକ ତା’ର ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି।ପୁଲିସ କହିଛି,ଲାହୋରରୁ ପ୍ରାୟ ୨୦୦ କିଲୋମିଟର୍‌ ଦୂର … Read More