ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ବର : ଜାନୁଆରୀ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ। ହାତରେ ଆଉ କମ୍ ସମୟ ରହିଛି। ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆସନ୍ତା ୨୬ ତାରିଖରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ ପରୀକ୍ଷା … Read More

ଡିସେମ୍ବର ୧୬ରୁ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର। ଏଥିସହ ଅନ୍ୟନ୍ୟ ନୀତିକୁ ଶୃଙ୍ଖଳିତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ଛତିଶା … Read More

ବାପା ଉପରକୁ ଗରମ ପାଣି ଫିଙ୍ଗି ଆଖି ନଷ୍ଟ କରିଦେଲା ଝିଅ

ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି। ବାପା ଉପରକୁ ଗରମ ପାଣି ଫିଙ୍ଗି ଗୋଟିଏ ଆଖି ନଷ୍ଟ କରିଦେଲା ନୃଶଂସ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଭରତପୁର ବସ୍ତିରେ। ପୁ଼ଲିସ ଝିଅ ଭାଗ୍ୟଲକ୍ଷ୍ମୀ ସାସମଲକୁ … Read More

ବୋର୍ ୱେଲରେ ପଡ଼ିଛି ଶିଶୁ; କେହି ଫୋପାଡ଼ି ଥିବା ସନ୍ଦେହ

ସମ୍ବଲପୁର : ପୁଣି ଏକ ଅଭାବନୀୟ ଘଟଣା। ବୋର୍ ୱେଲ ଭିତରେ ପଡ଼ିଲା ଶିଶୁ। ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋର୍ ୱେଲରେ ଶିଶୁଟି ପଡ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ଟି ଜେସିବି ସହାୟତାରେ ବୋରୱେଲକୁ ଲାଗି … Read More

ଅରୁଣାଚଳରୁ ଆବିଷ୍କାର ହେଲା ବତକ ପରି ରାବୁଥିବା ବେଙ୍ଗ

ଇଟାନଗର: ଇଂଲାଣ୍ଡର ଉଲ୍‌ଭରହାମ୍ପଟନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଅରୁଣାଚଳ ପ୍ରଦେଶର ନାମ୍‌ଦଫା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟରେ ଏକ ନୂତନ ପ୍ରଜାତିର ବେଙ୍ଗ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ‘ମ୍ୟୁଜିକ୍ ଫ୍ରଗ୍‌’ର ଆଖ୍ୟା ଦେଇଛନ୍ତି। ତାହାର ରଡ଼ିରେ ଦୁଇରୁ ତିନି ପ୍ରକାରର … Read More

‘ମୁଣ୍ଡକୁ ଗୁଳି ମାରିବି’, ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ଵାମୀଙ୍କୁ ମିଳିଲା ହତ୍ୟା ଧମକ

ୱାସିଂଟନ: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବାବେଳେ ଏବେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି | ସେ ଅଭିଯୋଗ କରିଛନ୍ତି ଯେ ସୋମବାର (ଡିସେମ୍ବର … Read More

କୁଳପତିଙ୍କୁ ହୃଦଘାତ ହେବାରୁ ବିଚାରପତିଙ୍କ କାର ଛଡାଇନେଲେ ଛାତ୍ର, ଏବେ ରୁଜୁ ହେଲା ମାମଲା

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ନିଜ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଏବେ କିଛି ଛାତ୍ରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଟ୍ରେନରେ ଯାତ୍ରା କରୁଥିବା ପି.କେ ବିଶ୍ୱବିଦ୍ୟାଳୟର … Read More

ପୁଣି କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ : ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ କରିବା ପରେ ହଇଚଇ ସୃଷ୍ଟି … Read More

ଓମାର ଅବଦୁଲ୍ଲାଙ୍କ ଛାଡପତ୍ର ଆବେଦନ ଖାରଜ; କହିଲେ ବ୍ୟକ୍ତିଗତ ଓ ବୃତ୍ତିଗତ ଭାବେ ନିରାଶ

ଶ୍ରୀନଗର : ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଝଟକା। ଅବଦୁଲ୍ଲାଙ୍କ ଛାଡପତ୍ର ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ପତ୍ନୀଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରମାଣ ନ କରିବାରୁ ତାଙ୍କ ଛାଡପତ୍ର … Read More

ଗୁଗଲ୍ ସର୍ଚ୍ଚ ହିଷ୍ଟ୍ରି; ସବୁଠୁ ଅଧିକା ଖୋଜା ହୋଇଥିବା କ୍ରିକେଟର୍ ବିରାଟ କୋହଲି

ନୂଆଦିଲ୍ଲୀ:ନିକଟରେ 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରିଛି ‘ଗୁଗଲ୍’, ଯେଉଁଥିରେ ରେକର୍ଡ କରିଛନ୍ତି ବିରାଟ କୋହଲି। କୋହଲି ସବୁଠୁ ଅଧିକ ଖୋଜା ହୋଇଥିବା କ୍ରିକେଟର ବୋଲି ଜଣାପଡିଛି। ଗୁଗଲ୍ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, 25 ବର୍ଷ ମଧ୍ୟରେ … Read More