ମିଳିଲା ‘ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ୍’ରେ ୮ ମାସ ହେବ ହଜି ଯାଇଥିବା ଟମାଟୋ
ନୂଆଦିଲ୍ଲୀ: ମହାକାଶରେ ଘୂରୁଥିବା ‘ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ୍’ରେ ଦୀର୍ଘ ୮ ମାସ ହେବ ହଜିଯାଇଥିବା ଗୋଟାଏ ‘ଟମାଟୋ’ ବା ବିଲାତି ବାଇଗଣ ମିଳିଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।ଡିସେମ୍ବର ୭ ତାରିଖ ବୁଧବାର ଦିନ ଏହି ଘୂର୍ଣ୍ଣିୟମାନ … Read More