ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ପୁତ୍ର ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ : ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ। ସେହି ନିଆଁରେ ପୋଡ଼ିହୋଇ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ। ଆଉ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଏପରି … Read More

ସରକାରଙ୍କୁ ଘାରିଲା ମାଟ୍ରିକ ଡ୍ରପ୍ ଆଉଟ୍ ଚିନ୍ତା, ମାଗିଲେ ରିପୋର୍ଟ

ଭୁବନେଶ୍ବର : ଆଉ ୨ ମାସ ପରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା। ମାତ୍ର ଏହା ପୂର୍ବରୁ ସରକାରଙ୍କୁ ଘାରିଲାଣି ମାଟ୍ରିକ ଡ୍ରପ୍‌ ଆଉଟ୍‌ଙ୍କ ଚିନ୍ତା। ଆଗୁଆ ସଜାଗ ହେଲାଣି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।ଚଳିତ ବର୍ଷ ଦଶମ ଶ୍ରେଣୀ ଷାଣ୍ମାସିକ … Read More

ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ ତା’ ବାପାଙ୍କୁ ଆକ୍ରମଣ, ଶୁଣୁନି ପୁଲିସ୍‌

ଫୁଲବାଣୀ : ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବଂ ତା ବାପା ଭୂୟାଁ କହଁର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। । ଜଣେ ଯୁବକ ଜଗାଙ୍କ ବାପାଙ୍କୁ ଠେଲାପେଲା କରିବା ସମୟରେ ଜଗା ତଳେ ପଡ଼ିଯାଇ ମୁଣ୍ଡ … Read More

ବର୍ଜ୍ୟବସ୍ତୁ ପରିଚାଳନାର ଦୁର୍ଦ୍ଦଶା ଭୋଗୁଛନ୍ତି ରାଜଧାନୀବାସୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡ(ଟିଟିଏସ୍‌)ରୁ ବାହାରୁଥିବା ଦୁର୍ଗନ୍ଧ ସାରା ସହରକୁ ଅସ୍ତବ୍ୟସ୍ତ କରୁଛି। ପଚାଶଢ଼ା ଗନ୍ଧରେ ନାକ … Read More

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର : ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି ଅବ୍ୟବସ୍ଥା ଦେଖାଯାଇଥିଲା। ଶେଷରେ ମୃତଦେହକୁ ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ଦାହ କରାଯାଇଥିଲା। ଏହାକୁ … Read More

ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ  : ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ ବୋଲି ଅନେକ ସମୟରେ ସରକାରୀ ଭାବେ କୁହାଯାଉଛି। କିନ୍ତୁ କୌତୂହଳ ପ୍ରସଙ୍ଗ … Read More

ରେବନ୍ତ ରେଡ୍ଡୀ ହେବି କି ନାହିଁ ତାହା ଜାଣିନି, ଯେଉଁ ଦାୟିତ୍ୱ ମିଳିଛି ସେ ଦିଗରେ କାମ କରୁଛି : ପିସିସି ସଭାପତି

ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସର ମିସନ ୯୦ ସଫଳ ହେବ। ତେଲେଙ୍ଗାନା ପରି ଓଡ଼ିଶାରେ କଂଗ୍ରେସ ୩ରୁ ୧ ନମ୍ବରକୁ ଆସିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ଏଥିରେ ସଫଳତା ହାସଲ କରିବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶତର … Read More

ଏସବିଆଇ ମୁଖ୍ୟ ଶାଖାରେ ମଦ ବେପାରୀଙ୍କ ଟଙ୍କା; ଗଣିବାକୁ ଲାଗିବ ୩ରୁ ୪ ଦିନ !

ସମ୍ବଲପୁର: ଆୟକର ଫାଙ୍କିବା ଅଭିଯୋଗରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ବୁଧବାରଠାରୁ ଏକାଧିକ ମଦ ବେପାରୀମାନଙ୍କ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଅଭିଯାନ ଚାଲିଛି। ଏହି କ୍ରମରେ ଗୁରୁବାର ସମ୍ବଲପୁରର ବଳଦେବ ସାହୁଙ୍କ ଧନୁପାଲିସ୍ଥିତ ମଦଭାଟି ସହିତ ଏହାର ବଡବଜାରଠାରେ … Read More

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୭୯୫୬୫ଟି ଆବେଦନ, ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯ ହଜାର ୫୬୫ ଜଣ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ … Read More

ଅମଳ ହେବାକୁ ଥିବା ଧାନରେ ବର୍ଷାର ପ୍ରଭାବ; ଚିନ୍ତାରେ ଚାଷୀ

କଲମପୁର: ବର୍ଷା ଅଭାବ, ଜଳସେଚନରେ ଅନିୟମିତତା, ରୋଗ ପୋକର ପ୍ରଭାବ, ସାର ଏବଂ କୀଟନାଶକର ଆକାଶ ଛୁଆଁ ଦରଦାମ ଏବଂ ଶ୍ରମିକ ସମସ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀ କରିଥିଲା ଚାଷ। ଏବେ ଚାଷ ଅମଳର ସମୟ। ଚାଷ ଜମିରେ … Read More