ଆମ ସେନା ଜିତିଥିଲେ ବି ନେହରୁଙ୍କ ଭୁଲରୁ ପିଓକେ ସୃଷ୍ଟି ହେଲା : ଅମିତ ଶାହା

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପରେ ଆଲୋଚନା ବେଳେ କଂଗ୍ରେସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜଓ୍ବାହରଲାଲ ନେହରୁଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନେହରୁଙ୍କ … Read More

ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ, ଖୋଲାଯିବ ‘ହାତୀ ପାଠଶାଳା’

ଭୁବନେଶ୍ୱର: ଦିନକୁ ଦିନ ହାତୀ ମଣିଷ ଲଢେଇ ତୀବ୍ରତର ହେଉଛି । ଏହି ଲଢେଇରେ ବହୁ ମଣିଷଙ୍କ ଜୀବନ ସହ ବିଲବାଡ଼ି ସମ୍ପତ୍ତି ନଷ୍ଟ ହେଉଛି । ମଣିଷ ପ୍ରତିଶୋଧ ପରାୟଣ ହୋଇ ବହୁ ସମୟରେ ହାତୀକୁ ଆକ୍ରମଣ କରୁଛି । … Read More

‘ଗୋମୂତ୍ର’ ବୟାନକୁ ନେଇ ବଢ଼ିଲା ବିବାଦ, କ୍ଷମା ମାଗିଲେ ଡିଏମ୍‌କେ ସାଂସଦ

ହିନ୍ଦୀ ହାର୍ଟ ଲ୍ୟାଣ୍ଡ ରାଜ୍ୟକୁ ଗୋମୂତ୍ର ରାଜ୍ୟ କହି ପରିହାସ କଲେ। ବିବାଦ ବଢ଼ିବା ପରେ ଏବେ କ୍ଷମା ମାଗିଲେ। ବୁଧବାର ସଂସଦରେ ଡିଏମ୍‌କେ ସାଂସଦ ସେନ୍ଥିଲକୁମାର ନିଜ ଦେଇଥିବା ବୟାନକୁ ଫେରାଇ ନେଇଛନ୍ତି। ଏଥିସହ ସମସ୍ତଙ୍କ ସାମ୍ନାରେ ସେ … Read More

ମଙ୍ଗୁ ମଠର ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ

ପୁରୀ: ପୁରୀରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ । ମଙ୍ଗୁ ମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷ ସର୍ଦ୍ଦାର ଇକବାଲ ସିଂ ଲାଲପୁରାଙ୍କ ସହ ଆଜି ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁରୁଦ୍ୱାର କମିଟିର … Read More

ମି‌ଜୋରାମ୍‌ର ସର୍ବକନିଷ୍ଠା ବିଧାୟିକା ‘ଟିଭି ଆଙ୍କର୍‌’ ବେରିଲ୍‌ ବନ୍ନେଇସାଙ୍ଗୀ

ଆଇଜୋଲ୍‌: ଚଳିତ ମିଜୋରାମ୍‌ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ/ବିଧାୟିକାମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟସଂଖ୍ୟକ ‘ଇନ୍‌ଷ୍ଟାଗ୍ରାମ୍‌’ ଫଲୋୟର୍ସ ଥିବା ‘ଟିଭି ଆଙ୍କର୍‌’ ବେରିଲ୍‌ ବନ୍ନେଇସାଙ୍ଗୀ ରାଜ୍ୟର ସର୍ବକିନିଷ୍ଠ ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍‌ପିଏମ୍‌) ଟିକେଟ୍‌ରେ … Read More

ଘରେ ପଶି ମହିଳାଙ୍କୁ ଗୁଳିମାଡ, ଦୁର୍ବୁତ୍ତ ଫେରାର୍

ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୁତ୍ତ  । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇପାଳ ଗାଁରେ  । ମହିଳା ଜଣକ ରାତିରେ ଘରେ ଶୋଇଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ଆସି … Read More

ସୁଖଦେବ ସିଂହ ଗୋଗାମେଡି ହତ୍ୟା ଘଟଣା; ଗୁଳି ମାଡ଼ କରିଥିବା ଦୁଇ ଯୁବକ ଚିହ୍ନଟ

କର୍ଣ୍ଣି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଅଶାନ୍ତ ହୋଇ ଉଠିଛି ରାଜସ୍ଥାନ । ଏହା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏହି ହତ୍ୟାକାଣ୍ଡ ପଛରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ … Read More

ଶାନ୍ତ ଓ ସୁଖୀ ଦିଶିବା ପାଇଁ ମୁକ୍ତ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦେଇଥିଲା ହମାସ୍‌: ଇସ୍ରାଏଲ୍‌

ଜେରୁଜେଲମ୍‌:  ଶାନ୍ତ ଓ ସୁଖୀ ଦିଶିବା ପାଇଁ ଗାଜାରୁ ମୁକ୍ତ ପଣବନ୍ଦୀମାନଙ୍କୁ ହମାସ୍‌ ‘ଡ୍ରଗ୍‌’ ଦେଇଥିବା କଥା ମଙ୍ଗଳବାର ଦିନ ଜଣେ ଇସ୍ରାଏଲୀୟ ସରକାରୀ ଅଧିକାରୀ କହିଛନ୍ତି। ଇସ୍ରାଏଲୀୟ ଅଧିକାରୀଜଣକ କହିଛନ୍ତି, ହମାସ ଆତଙ୍କବାଦୀମାନେ ଧରି ନେଇଥିବା ପ୍ରାୟ ୨୪୦ଜଣ … Read More

୧୦ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ୍ ଟର୍ମିନାଲ

ଭୁବନେଶ୍ୱର : ଜାତୀୟ ରାଜପଥରେ ସୁରକ୍ଷିତ ଗାଡ଼ି ଚଳାଚଳ ସହ ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ୧୦ ଜିଲାରେ ନିର୍ମାଣ ହେବ ଟ୍ରକ ଟର୍ମିନାଲ । ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଛି । ଏଥିଲାଗି ୩୦୦ କୋଟି ଟଙ୍କା ବ୍ୟୟ … Read More

ବୋରୱେଲରୁ ଉଦ୍ଧାର ନାବାଳିକା ମେଡିକାଲରେ ଆଖି ବୁଜିଲା

ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ବୋରୱେଲ ଭିତରେ ଫସି ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ୫ ବର୍ଷୀୟା ନାବାଳିକା ମାହି … Read More