୬୪,୦୦୦ ଡେଇଁଲା ସୁନା ଦର

ନୂଆଦିଲ୍ଲୀ : ଏବେ ଚାଲିଛି ବିବାହ ଋତୁ। ବିବାହ ସିଜନ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର। ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ଦାମ। ୧୦ ଗ୍ରାମ ପିଛା ସୁନା ଦାର ୬୪,୦୦୦ ଡେଇଁ … Read More

ଜୀବିତ ଫେରିଲେ ‘ମୃତ’ ବ୍ୟକ୍ତି, ପୁନଃ ନାମକରଣ ସାଙ୍ଗକୁ ହେଲା ପୁନର୍ବିବାହ

ନୂଆଦିଲ୍ଲୀ : ବର୍ଷେ ହେବ ମିଳୁନଥିଲା ପୁଅର ପତ୍ତା, ଗଲା ନଭେମ୍ବର ୨୫ରେ ମୃତ୍ୟୁ ଖବର ଶୁଣି ଅନ୍ତିମ ସତ୍କାର ମଧ୍ୟ କରି ଦେଇଥିଲେ ପରିବାର ଲୋକେ। ସ୍ତ୍ରୀ ବି ସ୍ୱାମୀ ବିୟୋଗର ସମସ୍ତ ରୀତି-ନୀତି ମାନିଥିଲେ। ହେଲେ ହଠାତ୍ … Read More

‘ଖୋଜ ଓ ମାର’ ହମାସ ନେତାମାନଙ୍କୁ ଖୋଜି ଖୋଜି ମାରିବାକୁ ମୋସାଦକୁ ମିଳିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏବେ ହମାସ ସହ ଚାଲିଥିବା ଯୁଦ୍ଧ ପରେ ବି ଚୁପ ହୋଇ ବସିବ ନାହିଁ ଇସ୍ରାଏଲ । ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ହମାସର ନେତାମାନଙ୍କୁ ଖୋଜି ଖୋଜି ନିପାତ କରିବ । ଏଥିପାଇଁ ଇସ୍ରାଏଲର ପ୍ରସିଦ୍ଧ … Read More

କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଭୁବନେଶ୍ବର : କଂଗ୍ରେସରେ ଯୋଗ ଦେଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ଆଜି ଭୁବନେଶ୍ୱରରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା … Read More

ବାଲି ଚାଲାଣ ନେଇ ପୂର୍ବତନ କଟକ ଜିଲ୍ଲାପାଳ ଦାଖଲ କରିଥିଲେ ମିଥ୍ୟା ସତ୍ୟପାଠ, ହାଇକୋର୍ଟ କ୍ଷୁବ୍ଧ

କଟକ : କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ ବାଲି ଛାଟ। ବାଲି ପରିବହନ ନେଇ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ। କୋର୍ଟ କହିଛନ୍ତି, ବାଲି ପରିବହନ ନେଇ ଭବାନୀଶଙ୍କର ଚୟନୀ ଦାଖଲ … Read More

ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟିଲେ ପ୍ରଫୁଲ୍ଲ ଘଡ଼େଇ

ଭୁବନେଶ୍ବର : ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ନବୀନ ନିବାସରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ । ବିଜେଡିରେ ବିଧିବଦ୍ଧ ଯୋଗ ଦେଇଥିବା ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି । ପାଣ୍ଡିଆନ ବିଜେଡିରେ ଯୋଗ ଦେବାପରେ ତାଙ୍କୁ … Read More

କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ, ଦୁଇ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି | ରାଉରକେଲାର କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି | ସମସ୍ତ ଛାତ୍ର ବାସନ୍ତୀ କଲୋନି ଡ଼ିଏଭି ସ୍କୁଲ ଛାତ୍ର … Read More

ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶୁକ୍ରବାର ମଧ୍ୟରାତ୍ରରେ ପଶ୍ଚିମ-ଉତ୍ତର-ପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ପାଲଟିବ ବୋଲି … Read More

ଏବେ ୨୭ ବଦଳରେ ୧୫ ମିନିଟରେ ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଶୁନ୍ୟ ମୃତ୍ୟୁ ସପ୍ତାହରେ ରାଜ୍ୟରେ ଦୁର୍ଘଟଣାଜନିତ ବଢୁଥିବା ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଜି ସମୟରେ ଯଦି ୧୦୦୦ ଦୁର୍ଘଟଣା ହୁଏ, ସେଥିମଧ୍ୟରୁ ୪୮ ପ୍ରତିଶତ … Read More

ଚାକିରିରୁ ବିଦା ହେଲେ କୁବେର ଆଇଆଇସି

ଭୁବନେଶ୍ୱର: ଚାକିରିରୁ ବହିଷ୍କୃତ ହେଲେ କୁବେର ଆଇଆଇସି ସୁଶାନ୍ତ ଶତପଥୀ । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଡିଜିପି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଗିରଫ … Read More