୯୭% ୨୦୦୦ ଟଙ୍କିଆ ନୋଟ ଫେରିଆସିଲାଣି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ … Read More

ଟ୍ରକ ସହ ଟ୍ରକ ମୁହାଁମୁହିଁ ଧକ୍କା: ଚାପି ହୋଇ ଜଣେ ମୃତ

କୁଚିଣ୍ଡା : ଟ୍ରକ ସହ ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର। ସମ୍ବଲପୁର ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଚିନିମହୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ … Read More

ନେତାଙ୍କ ଘରୁ ମିଳିଲା ନବଜାତ, ମରି ଯାଇଥିବା କହିଥିଲେ ଡାକ୍ତର

ସାମାନ୍ୟ ଟଙ୍କା ପାଇଁ ଡାକ୍ତର ସାଜିଲେ ଦଲାଲ । ଜନ୍ମ ହେଉ ହେଉ ମା’ କୋଳରୁ ନବଜାତକୁ ଛଡ଼ାଇ ନେଇନେଲେ। ଛୁଆର ମୃତ୍ୟୁ ହୋଇଛି ବୋଲି ମା’କୁ କହିବାକୁ ପଛାଇଲେ ନାହିଁ। ହେଲେ ମା’ର ମନ ବୁଝିଲା ନାହିଁ। ପୁଲିସ୍‌ … Read More

ରେଷ୍ଟୁରାଣ୍ଟ ଖାଦ୍ୟକୁ ମନା କଲେ ସ୍ୱାମୀ, ଜୀବନ ନେଇଗଲେ ପତ୍ନୀ

ରେଷ୍ଟୁରାଣ୍ଟ ଖାଦ୍ୟ ଖାଇବାକୁ ମନ ବଳାଇଥିଲେ ପତ୍ନୀ। ମାତ୍ର କଥାକୁ ଏଡ଼ାଇଗଲେ ସ୍ୱାମୀ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପତ୍ନୀଜଣକ ରକ୍ତମୁଖା ପାଲଟିଗଲେ। ଆଉ ନିଜ ହାତରେ ନିର୍ମମ ଭାବେ ନିଜ ସ୍ୱାମଙ୍କ ହତ୍ୟା କଲେ। ନିଜ ହାତରେ ନିଜ ମଥାର ସିନ୍ଦୂର … Read More

ଶରଦ ପାଓ୍ବାରଙ୍କ ଇସ୍ତଫା ଏକ ନାଟକ ଥିଲା : ଅଜିତ

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ତାଙ୍କ ଚାଚା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାରଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଶରଦ ପାୱାରଙ୍କ ସଭାପତି ପଦରୁ … Read More

ଭାରତ ଫେରିଥିବା ଅଞ୍ଜୁଙ୍କ ପତ୍ତା ମିଳୁନି

ନିଜ ପିଲାଙ୍କୁ ସାକ୍ଷାତ କରିବାକୁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ଅଞ୍ଜୁଙ୍କୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ନୂଆ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଆଉ ଅଞ୍ଜୁଙ୍କ ପତ୍ତା ମିଳୁନି। ସେ ନିଜ ପିଲାମାନଙ୍କ ନିକଟକୁ ଯାଇ ନ ଥିବା ବେଳେ … Read More

ଆଜିଠୁ କଂଗ୍ରେସର ତୁଳସୀ ଯାତ୍ରା

ପୁରୀ: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କରିଛି ‘ତୁଳସୀ ଯାତ୍ରା’ । ଆଜି ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ  ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ , ଯୁବତୀ, ଛାତ୍ର ଛାତ୍ରୀ, ଭକ୍ତଙ୍କ … Read More

୮ମ ବେତନ କମିସନ୍‌ ଗଠନ ପାଇଁ ଯୋଜନା ହୋଇନାହିଁ: ଅର୍ଥ ସଚିବ

ନୂଆଦିଲ୍ଲୀ: ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫.୪ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଅଷ୍ଟମ ବେତନ କମିସନ ଗଠନ କରିବାକୁ ସରକାର ଯୋଜନା କରି ନ ଥିବା କଥା ଗୁରୁବାର ଦିନ ଅର୍ଥ ସଚିବ … Read More

ଘର କାନ୍ଥ ପଡି ଦୁଇ ମୃତ

କୁଚିଣ୍ଡା : ଘର କାନ୍ଥ ପଡି ଦୁଇ ମୃତ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବିଜାଡିହି ଗାଁରେ ଘର କାନ୍ଥ ମରାମତି ପାଇଁ ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଉପରେ ପଡ଼ି ଯାଇଥିଲା କାନ୍ଥ। ଫଳରେ ଜଣେ ମହିଳା ଓ ଜଣେ … Read More

ରୁଷୀୟ ମହିଳାଙ୍କୁ ପୁଟିନଙ୍କ ବାର୍ତ୍ତା – ୮ରୁ ଅଧିକ ଛୁଆ ଜନ୍ମ କର

‘ଆମକୁ ଆମ ପୂର୍ବ ପୁରୁଷଙ୍କ ପରମ୍ପରାକୁ ଆଗକୁ ବଢ଼ାଇ ନେବାକୁ ପଡ଼ିବ। ପୂର୍ବରୁ ଆମ ଜେଜେମା’ ତଥା ସେମାନଙ୍କ ପୂର୍ବଜ ୭, ୮ ଛୁଆ ଜନ୍ମ କରୁଥିଲେ। ଆମକୁ ବି ଏବେ ସମାନ ନୀତି ଆପଣାଇବାକୁ ପଡ଼ିବ। ଶହ ଶହ … Read More