ମିଆଁମାର ସେନା ଶିବିର ଉପରେ ବିଦ୍ରୋହୀଙ୍କ ଅତର୍କିତ ଆକ୍ରମଣ, ପ୍ରାଣ ବିକଳରେ ଭାରତକୁ ପଳାଇଆସିଲେ ୧୫୧ ସୈନ୍ୟ

ଆଇଜୋଲ: ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଆଜିକାଲି ଅସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି। ସେନା ଓ ବିଦ୍ରୋହୀମାନଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଚାଲିଛି । ନିକଟରେ ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ପ୍ରାଣ ବିକଳରେ ୧୫୧ ଜଣ ସୈନିକ ମିଆଁମାରରୁ ପଳାଇ … Read More

ଆଗକୁ ପ୍ୟାରିସ ଅଲିମ୍ପିକ୍ସ, ରେସଲିଂ ଆରମ୍ଭ କରିବାକୁ ବଜରଙ୍ଗ ପୁନିଆଙ୍କ ଅନୁରୋଧ

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ଜିତିଥିବା ବଜରଙ୍ଗ ପୁନିଆ ତୁରନ୍ତ ଦେଶରେ ରେସଲିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ବିଶେଷ କରି ଅଲିମ୍ପିକ୍ସକୁ ଆଉ ୭ ମାସ ସମୟ ଥିବାରୁ ସେ ଏପରି … Read More

ଥାନା ଅଧିକାରୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା

ଯାଜପୁର : ଥାନା ଗାଡ଼ି ଡ୍ରାଇଭରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। ଥାନା ଅଧିକାରୀଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା(NBW)। ଯାଜପୁର ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ଗତ ୨୬ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। … Read More

ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଗବେଷଣା ହୋଇ ପୁସ୍ତକ ହେବ

ସମ୍ବଲପୁର : ତୋଷାମଦକାରୀ ନ ହୋଇ ମାଆ ମାଟି ଓ ମଣିଷ ପାଇଁ ଲଢେଇ କରିବାକୁ ଓଡ଼ିଶାର ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, ଓଡ଼ିଆ ଏକ ଗର୍ବୋତ୍ ଫୁଲ୍ଲ ଜାତି। ଏହାର ସାମରିକ … Read More

ଠାକୁର ଦେଖାଯିବା କଥା କହି ମହିଳାଙ୍କ ଠୁ ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା

ଢେଙ୍କାନାଳ : ଦୁଇ ଜଣ ଭଣ୍ଡବାବାଙ୍କ ଭାଣ୍ଡାମୀର ପର୍ଦ୍ଦାଫାସ ହୋଇଛି। ଠାକୁର ଦେଖାଯିବେ ଓ ସବୁ ପ୍ରକାରର ବିପଦରୁ ମୁକ୍ତି ମିଳିବ ବୋଲି କହି ଦୁଇ ଜଣ ଭଣ୍ଡାବାବା ଜଣେ ମହିଳା ଓ ତାଙ୍କ ଝିଅଙ୍କ ଠାରୁ ଲୁଟି ନେଇଛନ୍ତି … Read More

ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି ବୋଲି କହିଲେ ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ : ନ୍ୟାଶନାଲ କନଫରେନ୍ସର ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣକୁ ସଫଳ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଭାରତରେ ବର୍ତ୍ତମାନ ଭାଇଚାରା ହ୍ରାସ ପାଇଛି ଓ … Read More

ଅଯୋଧ୍ୟା ଧାମ ରେଳ ଷ୍ଟେସନର ହେଲା ଉଦ୍‌ଘାଟନ, ଗଡ଼ିଲା ବନ୍ଦେ ଭାରତ ଟ୍ରେନ୍‌

ଅଯୋଧ୍ୟା : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନଗରୀରେ ପୁର୍ନବିକଶିତ ଅଯୋଧ୍ୟା ଧାମ ରେଳଷ୍ଟେସନର ଉଦ୍‌ଘାଟନ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ … Read More

ବିଶ୍ୱ ଆଜି ଭାରତକୁ ଆଶାର ଦୃଷ୍ଟିରେ ଦେଖୁଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି “ଆମ ସଂକଳ୍ପ ବିକଶିତ ଭାରତ” ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ର ଉନ୍ମୋଚନ କରିଛନ୍ତି। କ୍ୟାଲେଣ୍ଡର ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକାଭିମୁଖୀ ନୀତିର ରୂପରେଖ … Read More

ଏଲଏସିରେ ଥିବା ମେଜର ସୈତାନ ସିଂଙ୍କ ସ୍ମାରକ ଧ୍ବଂସ, ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ନୂଆଦିଲ୍ଲୀ: ଲଦାଖରେ ଚୀନକୁ ଲାଗିଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ବଫର ଜୋନ୍ ସ୍ଥାପନ ହେବା ଯୋଗୁଁ ୧୯୬୨ ଯୁଦ୍ଧର ନାୟକ ମେଜର ସୈତାନ ସିଂହଙ୍କ ସ୍ମାରକୀ ଭାଙ୍ଗି ଯାଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ … Read More

ଆମେରିକାର ବିରାଟ ଅଟ୍ଟାଳିକାରୁ ମୃତାବସ୍ଥାରେ ଉଦ୍ଧାର ହେଲେ ଧନୀ ଭାରତୀୟ ଦମ୍ପତି ଓ ତାଙ୍କ ୧୮ ବର୍ଷୀୟ ଝିଅ

ନ୍ୟୁୟର୍କ: ଗୁରୁବାର ସନ୍ଧ୍ୟାରେ ଆମେରିକାର ମାସାଚୁସେଟ୍‌ସ୍‌ସ୍ଥିତ ୫ ନିୟୁତ ଡଲାର୍‌ ମୂଲ୍ୟର ରାଜପ୍ରାସାଦ ଭଳି ବିରାଟ ଅଟ୍ଟାଳିକାରୁ ଏକ ଭାରତୀୟ ବଂଶୋଦ୍ଭବ ବିତ୍ତଶାଳୀ ଦମ୍ପତି ଓ ସେମାନଙ୍କର ତରୁଣୀ ଝିଅକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ … Read More