ସ୍କୁଲରେ ପାଇଖାନା ସଫା କଲେ ଛାତ୍ରଛାତ୍ରୀ, ତାତିଲେ ଲୋକେ
ବେଙ୍ଗାଲୁରୁ : କର୍ଣ୍ଣାଟକାର ଶିବମୋଗାର ଗୋଟିଏ ସରକାରୀ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍କୁଲର ପାଇଖାନାକୁ ସଫା କରାଯାଇଛି। ପିଲାମାନେ ପାଇଖାନା ଓ ଏହାର ଚଟାଣକୁ ଘଷିଘଷି ସଫା କରୁଥିବା ବେଳର ଭିଡିଓ ସାମ୍ନାକୁ … Read More