ଲକ୍ଷ୍ନୌରେ ଅକ୍ଟୋବର ୩୦ ଯାଏ ୧୪୪ ଧାରା ଲାଗୁ

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରି ଦିଆଯାଇଛି। ଅର୍ଥାତ୍‌ ଏହି ସମୟରେ କୌଣସି ବି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି ବିନା ଅନୁମତିରେ ହୋଇପାରିବ ନାହିଁ। ଯଦି କେହି ନିୟମ ଉଲ୍ଲଂଘନ … Read More

ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୪ କର୍ମଚାରୀ ନିଲମ୍ବିତ

କଟକ: କଟକ ସେଣ୍ଟ୍ରାଲ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ଏହି ଘଟଣାର ତଦନ୍ତ ଦାୟିତ୍ବରେ ଥିବା  ୪ଜଣ ଟେକ୍ନିସିଆନକୁ ନିଲମ୍ବିତ କରିଛନ୍ତି ରେଡକ୍ରସ ରକ୍ତ ଭଣ୍ଡାର ନିର୍ଦ୍ଦେଶକ  । ଏହି ୪ ଜଣ … Read More

ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ, ଇସ୍ରୋ ଦେଲା ସୂଚନା

ଚନ୍ଦ୍ରପଷ୍ଠେରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରିବା ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ । ଏହା ମିଶନ ଲକ୍ଷ୍ୟ ସଫଳତାର ସହ ପୂରଣ କରିପାରିଛି। ସଫଳତାର ସହ ହପ୍ ପରୀକ୍ଷଣ କରିଛି। କମାଣ୍ଡ ମିଳିବା ପରେ … Read More

ବୀମା ଯୋଜନାରେ ସାମିଲ ହେବେ ସାପ ଧରାଳି

ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଖୁସି ଖବର । ସାପ ଧରାଳିଙ୍କ ପାଇଁ ହେବ ବୀମା  । ବୀମା  ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ । ଏ ନେଇ ଘୋଷଣଶ କରିଛନ୍ତି ରାଜସ୍ୱ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ … Read More

ତାମିଲନାଡ଼ୁ ସିଏମ୍‌ ଓ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ କୋର୍ଟରେ ଅଭିଯୋଗ

ତାମିଲନାଡ଼ୁ ସିଏମ୍‌ ଏମ୍‌କେ ଷ୍ଟାଲିନ୍‌ ଓ ତାଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ ଅଭିଯୋଗ ଦାଖଲ। ବିହାରର ମୁଜାଫର୍‌ପୁର କୋର୍ଟରେ ସୋମବାର ଏହି ଅଭିଯୋଗ ଦାଖଲ କରାଯାଇଛି। ଆଇନଜୀବୀ ସୁଧୀର କୁମାର ଓଝା ସନାତନ ଧର୍ମ ବିରୋଧରେ ଉଦୟନିଧି … Read More

ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ

ରାୟଗଡ଼ା: ରାସ୍ତା ଉପରେ ବସକୁ ଅଟକାଇଲା ଆଉ ଶୁଣ୍ଢରେ କାଚ ଭାଙ୍ଗିଲା ଦନ୍ତା ହାତୀ। ପୁଣି ବସ୍‌କୁ ଠେଲିବାକୁ ଲାଗିଲା । ତେବେ ବସ୍‌ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍‌ ଯାତ୍ରୀମାନେ ରକ୍ଷା ପାଇଗଲେ । ଡ୍ରାଇଭର ବସ୍‌ ଟିକୁ ପଛୁଆ … Read More

ବାଲେଶ୍ଵର FM ମେଡିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲେଶ୍ଵର: ବାଲେଶ୍ଵର FM ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ କାରଣରୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ବର୍ତ୍ତମାନ ନିଆଁକୁ ସମ୍ପୁର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି । … Read More

ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ବର: ମଝି ଆକାଶରେ ବିମାନରେ ଆତଙ୍କ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଘୋଷଣା … Read More

ଫ୍ଲାଟ୍‌ରୁ ୨୪ ବର୍ଷୀୟା ଟ୍ରେନି ଏୟାର୍‌ ହୋଷ୍ଟେସ୍‌ଙ୍କ ମୃତଦେହ ଉଦ୍ଧାର

ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଓ୍ଵଇ ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସେ ରହୁଥିବା ଫ୍ଲାଟ୍‌ରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୁମ୍ବାଇ ଡିସିପି ଦତ୍ତା ନାଲାଓ୍ଵାଡେ ଏ ନେଇ ସୂଚନା ଦେଇଛନ୍ତି। ମୃତ ଯୁବତୀ ଜଣେ … Read More

କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ହକି ଷ୍ଟିକ ଛାଡି ହାତ ଧରିଲେ । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠିକ ଭାବେ ଦଳରେ ସାମିଲ ହୋଇଛନ୍ତି ଏଇ ହକି … Read More