ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ ଅଭିଯୋଗରେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଗିରଫ
ବରଗଡ଼: ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ବରଗଡ଼ ପୁଲିସ ଜଣେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଅଭିଯୁକ୍ତଙ୍କୁ ବରଗଡ଼ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ … Read More