ପୁରୁଷ ହକି ଗ୍ରୁପ ପର୍ଯ୍ୟାୟରେ ସିଙ୍ଗାପୁରକୁ ହରାଇଲା ଭାରତ
୧୯ତମ ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଜାରି। ଗତକାଲି ଦୁଇଟି ଗୋଲ୍ଡ ହାସଲ କରିଥିବା ବେଳେ ଆଜି ପୁରୁଷ ହକି ଗ୍ରୁପ ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ସିଙ୍ଗାପୁରକୁ ହରାଇଛନ୍ତି ଭାରତୀୟ ଟିମ୍। ଅଧିନାୟକ ହରମନପ୍ରୀତ ସିଂହ ୪ ଓ ମନଦୀପ … Read More