ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଲା କୁମ୍ଭୀର

ରାଜନଗର  : ପୁଣି ଟାଣିନେଲା କୁମ୍ଭୀର। ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଇଛି କୁମ୍ଭୀର । ରାଜପୁର ଗାଁର ଭାସ୍କର ରାଉତ ନଦୀ କୂଳରେ ମଇଁଷି ଚରାଉଥିବାବେଳେ ପାଣି ଭିତରକୁ କୁମ୍ଭୀର … Read More

ଆମେରିକାରେ ହରିକେନ ଇଡାଲିଆର ଧ୍ବଂସଲୀଳା: ଫ୍ଲୋରିଡା ଜଳମଗ୍ନ

ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର … Read More

୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ଆରମ୍ଭ ହେବ ବିଧାନସଭା

ଭୁବନେଶ୍ଵର: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ଅଧିବେସନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । … Read More

ଭାରତୀୟ ବଂଶୋଦ୍ଭବ ଆଶାୟୀଙ୍କୁ ଟ୍ରମ୍ପଙ୍କ ପ୍ରଶଂସା

ଆମେରିକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଭାରତୀୟ ବଂଶୋଦ୍ଭବ। ବିବେକ ରାମସ୍ୱାମୀ ଆସନ୍ତା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଖବର ପ୍ରସାର ପରେ ଚର୍ଚ୍ଚା ଜୋର୍ ଧରିଛି। ଏହାରି ମଧ୍ୟରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାମସ୍ୱାମୀଙ୍କୁ ଭୂରି … Read More

ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ବର: କଳାହାଣ୍ଡି ବିକାଶରେ ଯୋଡି ହେବ ନୂଆ ଫର୍ଦ୍ଦ। ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡି। ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ … Read More