ଖୋର୍ଦ୍ଧା-ଚଣ୍ଡିଖୋଲ ମଧ୍ୟରେ ଥିବା ବ୍ଲାକସ୍ପଟର ମରାମତି ପାଇଁ ଏନଏଚଆଇକୁ ରାଜ୍ୟ ସରକାରଙ୍କ ନିବେଦନ
ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପାଇବା ସହିତ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ … Read More