ବାଇଡେନଙ୍କ ଭାରତ ଗସ୍ତ ଉପରେ ନଜର ରଖିବେ ଚୀନ ଓ ରୁଷ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ପ୍ରଥମ ଭାରତ ଗସ୍ତରେ ଆସୁଛନ୍ତି । ସେ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ଆସିବେ। ସେପ୍ଟେମ୍ବର … Read More

ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ। ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ସୌରୀନ୍ଦ୍ରୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା … Read More

ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

ଭୁବନେଶ୍ବର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ। ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧକ୍ଷା … Read More

ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି- ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ବିଜେଡି ଓ ବିଜେପି  ଉପରେ ବର୍ଷିଲା କଂଗ୍ରେସ ।  ବିଜେଡିର ଦୀର୍ଘ ୨୩ ବର୍ଷ ଶାସନର ପରିଶେଷରେ ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି ।  ଜଣେ ନିଜକୁ ରାଜା ଭାବୁଛନ୍ତି ଏବଂ ଅନ୍ୟ ଜଣେ … Read More

ନିନ୍ଦା କଲା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ

ଭୁବନେଶ୍ବର: ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍। ସେ କହିଛନ୍ତି, ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି … Read More

ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା

ଭୁବନେଶ୍ଵର: ଆରପାରିରେ ନାୟିକା ଡକ୍ଟର ସୁଧାରାଣୀ ଜେନା । ଷାଠିଏ ଦଶକର ଆଦ୍ୟ ଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ନାୟିକା ଭାବରେ ପ୍ରବେଶ କରିଥିଲେ ସୁଧାରାଣୀ । ଅନେକ ଚଳଚ୍ଚିତ୍ରରେ ପାର୍ଶ୍ଵ ଚରିତ୍ର ଭାବରେ ଅଭିନୟ କରିଛନ୍ତି ସୁଧାରାଣୀ । ପରେ … Read More

ଏଣିକି ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିତି ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଗକୁ ପର୍ଯ୍ୟଟକମାନେ ଦିନରେ ବୁଲିବା ସହ ରାତିରେ ବି ବୁଲି ପାରିବେ। ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି … Read More

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ପକ୍ଷରୁ ୭ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା କଟକ ସମେତ ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଜଗତ୍ସିଂହପୁର, କେନ୍ଦ୍ରାପଡା, କଟକ, ବଲାଙ୍ଗୀର, କାଲାହାଣ୍ଡି, ଗଞ୍ଜାମ ଏବଂ … Read More

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ବିରୁଦ୍ଧରେ ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘୋଷଣା କରିଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନବିରୋଧୀ ବୋଲି ଦର୍ଶାଇ ରାଜୀବ ଗାନ୍ଧି ପଂଚାୟତିରାଜ ସଂଗଠନର ପଦାଧିକାରୀମାନେ ଗତକାଲି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି । … Read More

ଡେଙ୍ଗୁ ସ୍ଥିତି ନେଇ BMC ଅଫିସ୍ ଘେରିଲା ବିଜେପି

ଭୁବନେଶ୍ଵର: ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଜେପିର ହାଲ୍ଲାବୋଲ । ବିଏମସି ଅଫିସରେ ମଶା ଧୁଆଁ ଦେଲା ବିଜେପି । ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗରେ ବିଏମସି ଅଫିସ୍ ଘେରାଉ । ମେୟର ଓ ବିଏମସି କମିଶନରଙ୍କ ବିରୋଧରେ ଗର୍ଜିଲା … Read More