କର୍ଣ୍ଣାଟକରେ DRDO ଡ୍ରୋନ କ୍ରାସ୍‌

କର୍ଣ୍ଣାଟକ: DRDO ର ଏକ ତାପସ ଡ୍ରୋନ କର୍ଣ୍ଣାଟକର ଚିତ୍ରଦୁର୍ଗ ନିକଟ ଏକ ଗାଁରେ କ୍ରାସ ହୋଇଛି । ଟ୍ରାଏଲ ସମୟରେ ଡ୍ରୋସ କ୍ରାସ୍‌ ହୋଇଥିବା ସୂଚନା ମିଳିଛି । ଡିଆରଡିଓ ଦ୍ୱାରା ଡେଭଲପ କରାଯାଉଥିବା ଏହି ତାପସ ଡ୍ରୋନ ଦୁର୍ଘଟଣା … Read More

ବାରିପଦାରେ ହେବ କ୍ୟାନସର ହସ୍ପିଟାଲ

ବାରିପଦା: ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ  ।  ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ  । ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ … Read More

ଚିନ୍ତା ବଢାଇଲା କରୋନା; ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କରୋନା। ବୈଜ୍ଞାନିକମାନେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ … Read More

ମନ୍ଦିରରେ ପୂଜା କରୁଥିବା ସମୟରେ ଟଳି ପଡ଼ିଲେ ପୂଜକ

ନରସିଂହପୁର: ଆଜି ସକାଳେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଅଲରା ଗାଁରେ ଥିବା ଶିବ ମନ୍ଦିରରେ ଅଘଟଣ ଘଟିଛି। ମନ୍ଦିରରେ ପୂଜା କରୁଥିବା ସମୟରେ ଟଳି ପଡ଼ିଥିଲେ ପୂଜକ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସୂଚନା … Read More

୪୦ଥର ଟ୍ରାଫିକ ନିୟମ ଭାଙ୍ଗି ଧରାପଡିଲେ ବ୍ୟକ୍ତି, ଦେଲେ ୧୨ ହଜାର ଟଙ୍କା ଜରିମାନା

ବେଙ୍ଗାଲୁରୁ: ଚାଲାଣ ଉପରେ ଲାଗିଲା ଚାଲାଣ । ଅନେକ ଲୋକ ଟ୍ରାଫିକ ନିୟମ ଭାଙ୍ଗିଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଜଣେ ବ୍ୟକ୍ତି ୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି । ବେଙ୍ଗାଲୁରୁ ଟ୍ରାଫିକ ପୋଲିସ … Read More

ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କଲା ଏସଟିଏଫ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା  । ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ୍ । କାହ୍ନୁ ଚରଣଙ୍କଠାରୁ ୪ କୋଟି ଟଙ୍କା ବ୍ୟାଙ୍କ ଖାତା ଜମା ଥିବା ନେଇ ତଥ୍ୟ ମିଳିଛି … Read More

ବନ୍ୟାଞ୍ଚଳ ବୁଲି ଦେଖୁଥିବା ବେଳେ ପଞ୍ଜାବ ଶିକ୍ଷା ମନ୍ତ୍ରୀଙ୍କୁ କାମୁଡ଼ିଲା ସାପ

ପଞ୍ଜାବରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟର ୭ଟି ଜିଲ୍ଲାରେ ପାଖାପାଖି ୮୯ଟି ଗ୍ରାମ ବନ୍ୟା ଜଳରେ ବୁଡ଼ି ରହିଛି। ହୋସିୟାର୍‌ପୁର, ଅମୃତସର, କପୁରଥଲା, ରୋପଡ୍‌, ତରନତାରନ, ଫିରୋଜପୁର ଓ ଗୁରଦାସପୁରରେ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଭଳି … Read More

ଏସଆଇଙ୍କୁ ଆକ୍ରମଣ ଘଟଣା: ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ଗର । ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଏକ ପରିତ୍ୟକ୍ତ କୋଠା ଘରେ ଏକ ଅପରାଧୀ ଗ୍ୟାଙ୍ଗ ଅପରାଧ ଘଟାଇବା … Read More

ଅଖିଳେଶ ଯାଦବଙ୍କୁ ଭେଟିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

ଲକ୍ଷ୍ନୌ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ରବିବାର ସକାଳେ ଅଭିନେତା ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ବାସଭବନସ୍ଥିତ ସାକ୍ଷାତ କରିଛନ୍ତି। ଏହାପରେ ସେ … Read More

ବିବାହିତ ପ୍ରେମିକ ଘର ଆଗରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର : ବିବାହିତ ପ୍ରେମିକ ଘର ଆଗରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଭଞ୍ଜନଗର ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗାଁର ଘଟଣା । ତେବେ ଯୁବତୀଙ୍କୁ ବିଷ ଦେଇ ବିବାହିତ ପ୍ରେମିକ ହତ୍ୟା କରିଛି । ଏଭଳି ଅଭିଯୋଗ କରି … Read More