କ୍ୟାନସରରେ ପୀଡିତ ଥିଲେ ଆନ୍ତର୍ଜାତୀକ ଆଥଲେଟ ଦୂତି ଚାନ୍ଦ

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦ ଷ୍ଟେଜ୍ ଓ୍ବାନ୍ କ୍ୟାନସରରେ ପୀଡିତ ଥିଲେ । ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ମଧ୍ୟ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ … Read More

ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ରାଜ୍ୟ ସରକାର ବିଫଳ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି ଫମ୍ଫା ଆବାଜ ।  ୨୦ଟି ଜିଲ୍ଲାର ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍‌ । କେବଳ ଅଣଓଡ଼ିଆ ଠିକାଦାରମାନଙ୍କୁ ମେଗା ପାନୀୟଜଳ ପ୍ରକଳ୍ପର ଠିକା ପ୍ରଦାନ କରିବା … Read More

ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ଜେଲରେ ବିଷ ଦେଇ ମାରିଦେବାକୁ ହେଉଛି ଷଡଯନ୍ତ୍ର

ଜେଲରେ ବନ୍ଦ ଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତି ବିପଦ ରହିଛି ବୋଲି ଇମ୍ରାନଙ୍କ ପତ୍ନୀ ବୁଶରା ବିବି କହିଛନ୍ତି। ଅଟକ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ବିଷ ଦେଇ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି … Read More

ଆସୁଛି ଗଣେଶ ପୂଜା, ଚାନ୍ଦା ଆଦାୟ ଓ ଠାକୁରଙ୍କ ମୂର୍ତ୍ତି ବିକୃତ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ଆଗକୁ ଆସୁଛି ଗଣେଶ ପୂଜା । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌‌ ପୁଲିସ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଚାନ୍ଦା ଓ ବଟି … Read More

ନବଜାତଙ୍କ ଶିରାରେ ପବନ ଏବଂ ଇନସୁଲିନ ଭରି ହତ୍ୟା କରିଥିଲେ ନର୍ସ

୭ଜଣ ନବଜାତକଙ୍କୁ ହତ୍ୟା କରିଥିବା ଏବଂ ଆଉ ୬ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଇଂଲଣ୍ଡର ଚେଷ୍ଟର୍ ହସ୍ପିଟାଲର ଜଣେ ନର୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚେଷ୍ଟର୍ ହସ୍ପିଟାଲରେ କାମ କରୁଥିବା ନର୍ସ ଲୁସି ଲେଟବୀଙ୍କୁ ମାଞ୍ଚେଷ୍ଟର କ୍ରାଉନ … Read More

୬ ମାସ ଭିତରେ ଶେଷ ହେବ ସମସ୍ତ କଲେଜଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ: 5T ସଚିବ

ପୁରୀ: ପୁରୀର ସମସ୍ତ +୨ଏବଂ +୩ କଲେଜଗୁଡ଼ିକ ୫ଟି ରୂପାନ୍ତିକରଣରେ ସାମିଲ କରାଯାଇଛି । ଏଥିସହ ସମସ୍ତ କଲେଜଗୁଡିକ ଉନ୍ନତି ନିମନ୍ତେ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବ । ଏକ ମାସ ମଧ୍ୟରେ ସମସ୍ତ କଲେଜଗୁଡିକରେ ଉନ୍ନତିକରଣ କାର୍ଯ୍ୟ … Read More

୧୮ରୁ କମ୍ ବୟସରେ ଶାରୀରିକ ସମ୍ପର୍କକୁ ଅପରାଧ ମୁକ୍ତ କରିବା ଠିକ୍ ହେବ କି?

ନୂଆଦିଲ୍ଲୀ: ବିଦେଶ ପରି ଆମ ଦେଶରେ ରୋମିଓ-ଜୁଲିଏଟ୍ ଆଇନକୁ ସମ୍ଭାବ୍ୟ ଭାବେ ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି। ଏହି ଆଇନର ଉଦ୍ଦେଶ୍ୟ ହେଉଛି କିଶୋରୀମାନଙ୍କ ମଧ୍ୟରେ ସହମତିରେ ହେଉଥିବା ଯୌନ କାର୍ଯ୍ୟକଳାପକୁ ଅପରାଧମୁକ୍ତ … Read More

ଗ୍ୟାରେଜ ଭିତରେ ଦୀପିକାଙ୍କୁ ତାଲା ପକାଇ ଦେଲେ ଦିନେଶଙ୍କ ବାପାମା’

ବ୍ରହ୍ମପୁର: ସ୍ତ୍ରୀର ଅଧିକାର ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ପ୍ରେମିକ ଘର ଆଗରେ ଧାରଣରେ ବସିଥିବା କେ.ଦୀପିକାଙ୍କୁ ଗ୍ୟାରେଜ ଭିତରେ ତାଲା ପକାଇ ଦେଇଛନ୍ତି ଦିନେଶଙ୍କ ବାପାମା’ । ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି କେ.ଦୀପିକା । ଦିନେଶଙ୍କ … Read More

ଶାରୀରିକ ସଂପର୍କ ରଖିବାକୁ ମନା କରିବାକୁ ପ୍ରେମିକା ବେକରେ ପେଚକସ୍‌ ପୁରାଇଲା ପ୍ରେମିକ

ଶାରୀରିକ ସମ୍ପର୍କ ରଖିବାକୁ ପ୍ରେମିକା ମନା କରିବାରୁ ବେକରେ ପେଚକସ୍‌ ପୁରାଇ ଆକ୍ରମଣ କଲା ପ୍ରେମିକ । ନିଜ ଲିଭ- ଇନ୍- ପାର୍ଟନର ବେକରେ ସ୍କ୍ରୁ- ଡ୍ରାଇଭରରେ ଫୁଟାଇ ଦେଇଛି ପ୍ରେମିକ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି … Read More

ସୋଶିଆଲ ମିଡିଆରେ ଅଶ୍ଳୀଳ ପୋଷ୍ଟ କରି କ୍ଷମା ମାଗିବା ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେନି

ନୂଆଦିଲ୍ଲୀ: କେବଳ କ୍ଷମାପ୍ରାର୍ଥନା ଜାରି କରି ବ୍ୟକ୍ତିବିଶେଷ ନିଜର ଅଶାଳୀନ ଓ ଅଶ୍ଳୀଳ ସୋସିଆଲ ମିଡିଆ ପୋଷ୍ଟର ପରିଣାମରୁ ବର୍ତ୍ତି ପାରିବେ ନାହିଁ । ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ୱାରୋପ କରିଛନ୍ତି। ୭୨ ବର୍ଷୀୟ … Read More