ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ପ୍ରଳୟ, ଗଲାଣି ୬୬ ଜୀବନ
ନୂଆଦିଲ୍ଲୀ: ହିମାଚଳ ଓ ଉତ୍ତରାଖଣ୍ଡକୁ କଲବଲ କଲାଣି ବର୍ଷା। ଗଲାଣି ୬୬ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ। ଗତ କିଛି ଦିନ ହେଲାଣି ଲଗାଣ ବର୍ଷା ପାଇଁ ହିମାଚଳ ଓ ଉତ୍ତରାଖଣ୍ଡରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଶହ ଶହ ଘର ଭୁଶୁଡିବା ସହ … Read More