ବିଶ୍ୱଗୁରୁ ହେବାକୁ ହେଲେ କେବଳ ଅଭିଭାଷଣ ଦେଲେ ଚଳିବନି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି ଯେ ଭାଷଣ ଦେଇ ନୁହେଁ ବରଂ ଭଲ ଶିକ୍ଷା ଦେଇ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କଲେ ଦେଶ ବିଶ୍ୱରେ ଅଗ୍ରଣୀ ହେବ। କେଜ୍ରିୱାଲ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା … Read More