ହାତ ଯୋଡ଼ିଲେ, ସାଂସଦଙ୍କ ନିଲମ୍ବନ ନିଷ୍ପତ୍ତିକୁ ରାଜ୍ୟସଭାରେ ବିରୋଧ କଲେ ଖଡଗେ

ନୂଆଦିଲ୍ଲୀ : ଲୋକସଭାରୁ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବିତ କରାଯିବା ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିଛି। କଂଗ୍ରେସ ସାଂସଦ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ହାତ ଯୋଡ଼ି ଗୃହର ଅଧ୍ୟକ୍ଷ … Read More

୨୦୨୪ରେ ବିଜେପି ବିହାରରୁ ସଫା ହୋଇଯିବ : ନୀତିଶ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିହାରରୁ ସଂପୂର୍ଣ୍ଣ ଭାବେ ମୂଳପୋଛ ହୋଇଯିବ ବୋଲି ଦମ୍ଭୋକ୍ତି କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କୁମାରଙ୍କ କହିବା କଥା ଯେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ଗଠନ … Read More

ନୱାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କୁ ବଡ଼ ଆଶ୍ୱସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କୁ ମେଡିକାଲ ଚିକିତ୍ସା ପାଇଁ ୨ ମାସର ଜାମିନ ଦେଇଛନ୍ତି। ପଳାତକ ଘୋଷିତ ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ଜଡ଼ିତ ଗୋଟିଏ … Read More

ନୂଆ ବିଲ୍‌କୁ ନେଇ ବିବାଦ: ଆଡଭାନୀଙ୍କ ଚିଠି ଦେଖାଇ ବିଜେପିକୁ କାଉଣ୍ଟର କଲା କଂଗ୍ରେସ

ନୂଆଦିଲ୍ଲୀ : ଦେଶର ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ନିଯୁକ୍ତି ଦେବା ପାଇଁ ଗଠିତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବାକୁ କେନ୍ଦ୍ର ସରକାର ବିଲ୍‌ ଆଣିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ବିରୋଧ କରୁଥିବା ବେଳେ ବିଜେପି କିନ୍ତୁ ଏହାର … Read More

ଅପରାଧିକ ଆଇନରେ ହେବ ବଡ଼ ପରିବର୍ତ୍ତନ: ହଟିବ ଦେଶଦ୍ରୋହ ଶବ୍ଦ, ଭିଡ଼ ହିଂସା ପାଇଁ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ବ୍ରିଟିଶ ଶାସନ ବେଳକୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନକୁ ବଦଳାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଭାରତ ସରକାର ସଂସଦରେ ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ୩ଟି ବିଲ୍‌ ଆଗତ କରିଛନ୍ତି। ସରକାରଙ୍କ ଯୋଜନା … Read More