ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଜାମିନ

କଟକ : ପୂର୍ବତନ ବିଧାୟକ ରାମମୂର୍ତ୍ତିଂକୁ ଆଶ୍ବସ୍ତି । ଜାମିନ ପ୍ରଦାନ କଲେ ହାଇକୋର୍ଟ । ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହାକୁ ଚାଲେଞ୍ଜ କରି ଅପିଲରେ ହାଇକୋର୍ଟ ଆସିଥିଲେ ରାମମୂର୍ତ୍ତି ଗମାଙ୍ଗ। ୧୯୯୫ ମସିହା ଅଗଷ୍ଟ … Read More

ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବ, ଖର୍ଚ୍ଚ ହେବ ୩୮୫ କୋଟି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୯ଟି ପ୍ରସ୍ତାବରେ ବାଜିଲା ମୋହର । ‘ନୂଆ’ ଓଡ଼ିଶା ଯୋଜନାକୁ ଅନୁମୋଦନ ମିଳିଛି । ନୂତନ ଉନ୍ନତ ଅଭିଳାଷ (NUA) ଓଡ଼ିଶା ଯୋଜନାରେ ରାଜ୍ୟରେ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ … Read More

୧୯ ବର୍ଷୀୟ ଯୁବକଙ୍କ ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର

ଭୁବନେଶ୍ବର : ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର। ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ୧୯ ବର୍ଷୀୟ ଯୁବକ ସୋହେଲ ଖାନଙ୍କ ପେଟରୁ ଏହି ଟ୍ୟୁମର ବାହାର କରିଛନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ । ସୋହେଲଙ୍କୁ ଜ୍ୱର … Read More

୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ-ରେଖା ଆଜି (ଶୁକ୍ରବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ, ବାହରିଚ, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ … Read More

‘୪ନମ୍ବର ସ୍ଥାନ ବହୁଦିନର ସମସ୍ୟା’: ଭାରତ ଜର୍ସିରେ ପାକିସ୍ତାନ!

ନୂଆଦିଲ୍ଲୀ: ବିଶ୍ବକପ୍‌ ପୂର୍ବରୁ ଭାରତ ଗୁରୁତର ସମସ୍ୟାରେ ପଡ଼ିବା ଆଶଙ୍କା ଦେଖାଦେଇଛି। ଯୁବରାଜ ସିଂହଙ୍କ ଅବସର ପରଠୁ ୪ ନମ୍ବର ସ୍ଥାନରେ କେହି ଯୋଗ୍ୟ ହୋଇପାରୁନାହାନ୍ତି। ଏହି ସ୍ଥାନ ପାଇଁ ଅନେକ ପରୀକ୍ଷାନିରୀକ୍ଷା କରାଯାଇଛି, ହେଲେ ପୂର୍ଣ୍ଣ ଫଳାଫଳ କାହାଠୁ ଆସିପାରୁନଥିବାରୁ … Read More

ଆଇପିସି ପରିବର୍ତ୍ତନ ବିଲ୍‌ରେ ଉଚ୍ଛେଦ ହେଲା ଧାରା ୩୭୭; ପୁରୁଷଙ୍କ ବିରୋଧରେ ଯୌନ ଅପରାଧ ପାଇଁ ଦଣ୍ଡ ନାହିଁ

ନୂଆଦିଲ୍ଲୀ: ଭାରତରେ ଅପରାଧ ପାଇଁ ଦଣ୍ଡ ବିଧାନ କରୁଥିବା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ରେ ସଂଶୋଧନ/ ଶୋଧନ କରିବା ପାଇଁ ସରକାର ଶୁକ୍ରବାର ସଂସଦରେ ଏକ ବିଲ୍‌ ଆଗତ କରିଛନ୍ତି। ବିଲ୍‌ରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପ୍ରଚଳିତ ଭାରତୀୟ … Read More

ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଓ ୫୦୦୦ ଟଙ୍କା ଜରିମାନା

ଚେନ୍ନାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ତାଙ୍କୁ ୫,୦୦୦ ଟଙ୍କା ଜରିମାନା … Read More

ଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି ଆସିବାକୁ କହିଲା ଭାରତ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଏକ ‘ଆଡଭାଇଜରି’ ଜାରି କରିଛନ୍ତି। ଏଥିରେ ଭାରତୀୟ ନାଗରିକମାନଙ୍କୁ ‘ଯଥାଶୀଘ୍ର ସମ୍ଭବ’ ଦେଶ ଛାଡିବାକୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଗଣମାଧ୍ୟମକୁ କହିଛନ୍ତି, … Read More

‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା ପ୍ରସଙ୍ଗରେ କହିଲେ ଓୱେସି

ନୂଆଦିଲ୍ଲୀ : ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ବିପକ୍ଷ ‘ଇଣ୍ଡିଆ’ ମେଣ୍ଟରେ ଯୋଗ ଦେବେ କି ? ତାଙ୍କୁ କରାଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ମୁଁ ପାଗଳ କି?” ‘ଭାରତ’ ସହ ମେଣ୍ଟ … Read More

ହେଟସ୍ପିଚ୍‌କୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ: କମିଟି ଗଠନ ପାଇଁ କେନ୍ଦ୍ରକୁ ପରାମର୍ଶ

ନୂଆଦିଲ୍ଲୀ : ହେଟସ୍ପିଚ ବା ଘୃଣା ସୃଷ୍ଟିକାରୀ ବୟାନ ଓ ହେଟ କ୍ରାଇମକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ହେଟସ୍ପିଚ ଓ ହେଟ କ୍ରାଇମ ଆଦୌ ଗ୍ରହଣୀୟ ନୁହେଁ। ଭବିଷ୍ୟତରେ ଏପରି ଘଟଣା ଯେମିତି ନ ଘଟିବ, ସେଥିପାଇଁ … Read More