ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଅଗ୍ନିକାଣ୍ଡ

ଭୁବନେଶ୍ଵର: ଚନ୍ଦ୍ରଶେଖରପୁର ନନ୍ଦନନବିହାରରେ ଅଗ୍ନିକାଣ୍ଡ । ନନ୍ଦନବିହାର ସ୍କାୟେଟେକ୍ ଇନଫୋସିଟି ଭିଲାରେ ଅଗ୍ନିକାଣ୍ଡ । ତିନିମହଲା ଉପରେ ଲାଗିଛି ନିଆଁ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଭିତରୁ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର … Read More

ସାପ ଧରିବା ପାଇଁ ଗାଇଡଲାଇନ୍ ଜାରି: ପଞ୍ଜିକରଣ କରିବେ ରାଜ୍ୟର ସବୁ ସାପ ଧରାଳି

ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଜାରି ହେଲା ଗାଇଡଲାଇନ। ଜନବସତିରୁ ସାପ ଉଦ୍ଧାର କରିବା ଏବଂ ଅନ୍ୟ ଜାଗାରେ ଛାଡ଼ିବାକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗାଇଡ୍ ଲାଇନ ଜାରି କରିଛି। ରାଜ୍ୟରେ ଦିନକୁ ଦିନ ସାପ କାମୁଡା ଜନିତ … Read More

ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ: ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

ଉମରକୋଟ: ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି। ସୂଚନା ଅନୁସାରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର … Read More

ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ

ଯାଜପୁର : କେଲୁଅ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବତୀ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିଆଳି ଗାଁ ନିକଟ ବ୍ରାହ୍ମଣୀ ଶାଖା କେଲୁଅ ନଦୀ ସ୍ରୋତରେ ଭାସି ଗଲେ ଯୁବତୀ । ନିଖୋଜ ଯୁବତୀ ଜଣକ ନିଆଳି ଗାଁର ସସ୍ମିତା … Read More

ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରାସ୍ତାବର ଜବାବ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ହିଂସା ପ୍ରସଙ୍ଗରେ ନିଜର ବୟାନ ରଖିଛନ୍ତି । ଏକ କୋର୍ଟ ରାୟ କାରଣରୁ ଏହି ହିଂସା ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ହିଂସାର … Read More

ମୋଦିଙ୍କ ଭାଷଣକୁ ବିରୋଧ, କକ୍ଷତ୍ୟାଗ କଲେ ‘ଇଣ୍ଡିଆ’ ସାଂସଦ

ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ … Read More

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ

ଭଂଜନଗର : ଗାଲେରୀ ଫାଣ୍ଡି କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କ ହତ୍ୟା ଘଟଣା। ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଏନେଇ ଗାଲେରୀ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି। ଗତ ସୋମବାର … Read More

ଚନ୍ଦ୍ରଠାରୁ ୧,୪୩୭କିମି ଦୂରରେ ଚନ୍ଦ୍ରଯାନ-୩: ଅଗଷ୍ଟ ୧୬ରେ ୧୦୦କିମି କକ୍ଷପଥରେ ପ୍ରବେଶ କରିବ

ବେଙ୍ଗାଲୁରୁ: ଗତ ରବିବାର ଚନ୍ଦ୍ର କକ୍ଷରେ ପ୍ରବେଶ (ଏଲ୍‌ଓଆଇ) ତଥା ତୃତୀୟ ଚନ୍ଦ୍ର-ବନ୍ଧିତ ମାନିଉଭର (କକ୍ଷପଥ ପରିବର୍ତ୍ତନ) ପରେ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ଅଧିକ ନିକଟତର ହୋଇଛି ଏବଂ ଚନ୍ଦ୍ରଠାରୁ ୧,୪୩୭ କିମି ଦୂରରେ ଅଛି ବୋଲି ଇସ୍ରୋ ପକ୍ଷରୁ ବୁଧବାର … Read More

ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ମୃତ । ଗତକାଲି ରାତି ପ୍ରାୟ ୧୧ଟାରେ ଦୁର୍ଘଟଣାଟି ଘଟିଥିବା ବେଳେ ପ୍ରାୟ ୮ ଘଣ୍ଟାର ପରିଶ୍ରମ … Read More

କ୍ୟାନସରରେ ମୃତ୍ୟୁ ପୂର୍ବରୁ ୧୦ ବର୍ଷ ଝିଅର ବାହାଘର

ୱାସିଂଟନ: ଆମେରିକାର ନର୍ଥ କେରୋଲିନାର ଜଣେ ୧୦ ବର୍ଷ ଝିଅର କ୍ୟାନସରରେ ମୃତ୍ୟୁ ହେବାର କିଛିଦିନ ପୂର୍ବରୁ ତା’ର ସ୍ବପ୍ନ ପୂରଣ କରିବା ପାଇଁ ବାପାମାଆ ତାକୁ ବାହା କରାଇ ଦେଇଛନ୍ତି। ଏମା ଏଡୱାର୍ଡସ ଓ ତାଙ୍କ ବୟଫ୍ରେଣ୍ଡ ଡାନିଏଲ ମାର୍ସାଲ … Read More