ଶିବଲିଙ୍ଗ ଉଚ୍ଛେଦ ରାୟକୁ ରେକର୍ଡ କରୁଥିବା ବେଳେ ଅଚେତ ହୋଇପଡ଼ିଲେ ସହକାରୀ ରେଜିଷ୍ଟ୍ରାର

ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାରେ ରାୟ ଶୁଣାଇବା ପରେ ଭୌତିକ କାଣ୍ଡ ଦେଖିବାକୁ ମିଳିଥିଲା। ବିଚାରପତି ଏକ ବିବାଦୀୟ ଜମିରୁ ଶିବଲିଙ୍ଗ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ରେକର୍ଡ କରୁଥିବା ବେଳେ ଅଦାଲତର … Read More

ରାହୁଲଙ୍କ ମଣିପୁର ହମଲାର ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆଟାକ ଏବଂ କାଉଣ୍ଟର ଆଟାକ ମୁଖ୍ୟ ଚର୍ଚ୍ଚାର ବିଷୟ … Read More

ରାହୁଲ ଗାନ୍ଧିଙ୍କ ‘ଫ୍ଲାଇଙ୍ଗ କିସ୍‌’କୁ ନେଇ ବିବାଦ, ତାତିଲା ବିଜେପି

ନୂଆଦିଲ୍ଲୀ : ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ୍‌ କରିଥିବା ଅଭିଯୋଗ ହୋଇଛି। ସଂସଦ ଭିତରେ ରାହୁଲଙ୍କ ଏପରି ଆଚରଣ ବିରୋଧରେ ତାତିଛି ବିଜେପି। ଦଳର ମହିଳା ସାଂସଦମାନେ ରାହୁଲ ଗାନ୍ଧିଙ୍କ … Read More

ରାହୁଲ ଗାନ୍ଧି ଓ ଖଡଗେଙ୍କୁ କେଜ୍ରିୱାଲଙ୍କ ଧନ୍ୟବାଦ ଚିଠି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ପତ୍ର ପଠାଇଛନ୍ତି। ସେମାନେ କେନ୍ଦ୍ରର ଦିଲ୍ଲୀ ସର୍ଭିସ ବିଲ୍‌ ବିରୋଧରେ ଭୋଟ କରିଥିବାରୁ କେଜ୍ରିୱାଲ ସେମାନଙ୍କୁ ଚିଠି ଲେଖି … Read More

ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଅମିତ ଶାହ

ନୂଆଦିଲ୍ଲୀ : ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଛନ୍ତି। ଗମାଙ୍ଗଙ୍କ ଗୋଟିଏ ଭୋଟ କେମିତି ଅଟଳ ବିହାରୀ … Read More

ହିନ୍ଦୁସ୍ଥାନକୁ ମଣିପୁରରେ ହତ୍ୟା କରିଛି ବିଜେପି: ରାହୁଲ ଗାନ୍ଧୀ

ବହୁ ବାଦ-ବିବାଦ ପରେ ସଂସଦରେ ବିତର୍କ ରଖିଲେ ରାହୁଲ ଗାନ୍ଧୀ। ମଣିପୁର ହିଂସା ନେଇ ସଂସଦରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାରତ ଯୋଡ ଯାତ୍ରା ଅନୁଭୂତିରୁ ଭାଷଣ ଆରମ୍ଭ କରିଛନ୍ତି ରାହୁଲ। ସେ କହିଛନ୍ତି, “ମୁଁ ସମୁଦ୍ର ତଟରୁ … Read More