ସୀମାଙ୍କୁ ଫିଲ୍ମ ଅଫର୍‌ ଦେଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା ହତ୍ୟା ଧମକ

ନୂଅ‌ାଦିଲ୍ଲୀ: ଉଦୟପୁରରେ ଟେଲର କହ୍ନେୟାଲାଲ୍‌ଙ୍କ ହତ୍ୟା କାହାଣୀ ଉପରେ ନିର୍ମିତ ଏକ ଫିଲ୍ମରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଯୋଜକ ଅମିତି ଜାନୀଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଏହି ଧମକ ଏକ ହ୍ବାଟ୍‌ସଆମ୍‌ … Read More

ଲୋକସଭାରେ ଗୃହୀତ ହେଲା ଡାଟା ସୁରକ୍ଷା ବିଲ୍, ଏହା କାହିଁକି ଗୁରୁତ୍ବପୂର୍ଣ୍ଣ ଜାଣନ୍ତୁ

ନୂଆଦିଲ୍ଲୀ: ବିରୋଧୀଙ୍କ କୋଳାହଳ ଭିତରେ ସୋମବାର ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି, ଯେଉଁଥିରେ ବ୍ୟକ୍ତିଗତ ଡାଟାକୁ ଗଚ୍ଛିତ ରଖୁଥିବା ଦେଉଥିବା ସଂସ୍ଥାଗୁଡ଼ିକ ଉପରେ କେତେକ ସାଧାରଣ ଏବଂ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଦାୟିତ୍ୱ ଲାଗୁ … Read More

ଜୁନରେ ସବୁଠୁ ଶସ୍ତାରେ ରୁଷ ତେଲ କିଣିଥିଲା ଭାରତ; ତେଲ କମ୍ପାନି ମାଲାମାଲ, କିନ୍ତୁ ଗ୍ରାହକ ହତାଶ

ନୂଆଦିଲ୍ଲୀ: ଗତ ବର୍ଷଠାରୁ ଚାଲିଥିବା ଯୁଦ୍ଧ ଯୋଗୁଁ ରୁଷ ଓ ୟୁକ୍ରେନ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଠାରୁ ଅଧିକ ଲାଭବାନ ହୋଇଛି ଭାରତ । ଭାରତ ରୁଷଠାରୁ ଶସ୍ତାରେ ତେଲ କିଣିଚାଲିଛି। ଆମେରିକା ଓ ୟୁରୋପୀୟ ଦେଶ ରୁଷ ଉପରେ କଟକଣା ଲଗାଇବା … Read More

ଅତୀକର ପତ୍ନୀ ଶାଇସ୍ତା ପରବୀନ ପଳାତକ ଘୋଷିତ, ପରିସ୍ଥିତିର ଫାଇଦା ଉଠାଇ ସଂପତ୍ତି ବିକିଚାଲିଛି ଯା’ ଫାତିମା

ପ୍ରୟାଗରାଜ: ଫେରାର ଥିବା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନକୁ ଉତ୍ତରପ୍ରଦେଶ ପୁଲିସ ପଳାତକ ଘୋଷଣା କରିଛି । ଏ ନେଇ ତା ଘର ଆଗରେ ଏକ ନୋଟିସ ମରାଯାଇଛି । ତା ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର … Read More

ସୁପ୍ରିମକୋର୍ଟଙ୍କ ମଣିପୁର ନିର୍ଦ୍ଦେଶ : ୩ ଜଣିଆ ମହିଳା ଜଜ୍‌ ପ୍ୟାନେଲ୍‌, ୪୨ ସ୍ପେଶାଲ ଟିମ

ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ। ମଣିପୁର ହିଂସା ଓ ଏହା ସହ ଜଡ଼ିତ ଘଟଣାର ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଗୋଟିଏ କମିଟି ଗଠନ … Read More

ବୁଲଡୋଜର ଅପରେସନ ଉପରେ ହାଇକୋର୍ଟଙ୍କ ରୋକ

ନୁହ : ସାଂପ୍ରଦାୟିକ ଦଙ୍ଗା ପରେ ହରିଆଣାର ନୁହ୍‌ରେ ଆରମ୍ଭ ହୋଇଥିବା ବୁଲଡୋଜର ଅପରେସନକୁ ଶକ୍ତ ଝଟକା। ହିଂସା ପରେ ସରକାର ବିଭିନ୍ନ ସଂସ୍ଥା ଉପରେ ବୁଲଡୋଜର ଚଳାଇବା ଆରମ୍ଭ କରି ସେଗୁଡ଼ିକ ମାଟିରେ ମିଶାଇବା ଥିଲେ। କିନ୍ତୁ ଆଜି ପଞ୍ଜାବ-ହରିଆଣା … Read More

ବିଧାନସଭାରେ ଆଦିତ୍ୟନାଥଙ୍କୁ ବଡ଼ କଥା କହିଦେଲେ ଅଖିଲେଶ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭାରେ ମଣିପୁର ତାତି। ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବୃତି ଦାବି କରିଛନ୍ତି ସମାଜବାଦୀ ମୁଖ୍ୟ ଅଖିଲେଶ ଯାଦବ। ମୌସୁମୀ ଅଧିବେଶନର ପ୍ରଥମ … Read More

ଗୁଜରାଟରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ ଆପ୍‌ ଓ କଂଗ୍ରେସ!

ନୂଆଦିଲ୍ଲୀ : ଦିଲ୍ଲୀ ବିଲ୍‌ ପ୍ରସଙ୍ଗରେ କଂଗ୍ରେସର ସମର୍ଥନ ପାଇଥିବା ଆପ୍‌ ଆଜି ବଡ଼ ଘୋଷଣା କରିଛି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଉଭୟ ଗୁଜରାଟରେ ଏକାଠି ଲଢ଼ିବେ। ଆପ୍‌ର ଗୁଜରାଟ ମୁଖ୍ୟ ଈଶୁଡାନ ଗଡଭୀ ଆଜି ଏହି ଘୋଷଣା କରିଛନ୍ତି। … Read More