ମିଟର ରିଡିଂ ନେବାକୁ ଯାଇଥିବା ବେଳେ ଯୁବକକୁ ହତ୍ୟା

ଗଞ୍ଜାମ: ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ  ହାଣି ହତ୍ୟା କଲେ ଉପଭୋକ୍ତା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ … Read More

ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣା: ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା

ଭୁବନେଶ୍ୱର: ଭୁବନେଶ୍ୱରର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡକୁ ଥାନାରେ ପଚରାଉଚରା । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ବୟଫ୍ରେଣ୍ଡକୁ ଜେରା । ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରିଛି ପୋଲିସ ।ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ … Read More

“ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଇଓଡବ୍ଲୁ ହାତରେ ଗିରଫ

ଭୁବନେଶ୍ବର: କ୍ରିପଟୋ ମାଇନିଂ ଜରିଆରେ ପୁଞ୍ଜି ସ୍କାମ ମାମଲାରେ “ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଗିରଫ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ରାଜସ୍ଥାନର ଶ୍ରୀଗଙ୍ଗନଗରରୁ ଗୁରୁଟେଜ ସିଙ୍ଗ ସିଦ୍ଧୁକୁ ଗିରଫ କରିଛି। ଗୁରୁଟେଜ୍‌ ସିଙ୍ଗ୍‌ ବଲିଉଡ ସେଲିବ୍ରେଟି … Read More

ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ, DGCA ପକ୍ଷରୁ ମିଳିଲା ଅନୁମତି

ଭବାନୀପାଟଣା : ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ବିମାନ ଉଡ଼ିବ । ଏଥିପାଇଁ DGCA ପକ୍ଷରୁ ଅନୁମତି ମିଳିଛି । ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି … Read More

ସଂସଦକୁ ଆସିବା ପରେ ବଦଳିଲା ରାହୁଲ ଗାନ୍ଧିଙ୍କ ବାୟୋ, ବିଜେପି କହିଲା ମନୋରଞ୍ଜନ ଫେରିଲା

ନୂଆଦିଲ୍ଲୀ : ଲୋକସଭା ସଦସ୍ୟ ଫେରିପାଇବା ପରେ ପ୍ରଥମଥର ପାଇଁ ଆଜି ସଂସଦକୁ ଫେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ସଂସଦକୁ ଫେରିବା ମାତ୍ରେ ପ୍ରଥମେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଲୋକସଭାରେ ପ୍ରବେଶ କରିଥିଲେ। ତାଙ୍କୁ … Read More

ରାଜ୍ୟସଭାରେ ଆଗତ ହେଲା ଦିଲ୍ଲୀ ବିଲ୍‌, କଂଗ୍ରେସର ଜୋରଦାର ବିରୋଧ

ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ରାଜ୍ୟରେ ସଭାରେ ଆଗତ ହୋଇଛି ଦିଲ୍ଲୀ ସର୍ଭିସ ବିଲ୍‌। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଗୃହରେ ଆଗତ କରିଛନ୍ତି। ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଉପରେ … Read More

ଭାରତରେ ଚାଇନାର ପ୍ରଚାର ଓ ଶିଳ୍ପପତି ସିଙ୍ଘମଙ୍କ ଲିଙ୍କକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚାଇନାର ଓକିଲାତି କରିବା ଓ ଏହାର ନୀତିକୁ ପ୍ରଚାର କରିବା ପାଇଁ କେମିତି ପାଣ୍ଠି ଯୋଗାଣ କରାଯାଉଛି, ତା’ର ଗୋଟିଏ ରିପୋର୍ଟ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଛି। ବିଶ୍ୱର ବିଭିନ୍ନ ସ୍ଥାନ ସମେତ ଭାରତରେ ଏହି କାମ ଚାଲିଛି। ଏହା … Read More

ଦିଲ୍ଲୀ ‘ଏମ୍‌ସ୍‌’ରେ ଅଗ୍ନିକାଣ୍ଡ; ସମସ୍ତ ରୋଗୀ ନିରାପଦରେ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ଆଜି ଦିନ ୧୧.୪୫ରେ ଦିଲ୍ଲୀ ‘ଏମ୍‌ସ୍‌’ର ‘ଇମର୍ଜେନ୍‌ସି ୱାର୍ଡ’ ନିକଟରେ ଅବସ୍ଥିତ ‘ଏଣ୍ଡୋସ୍କୋପି’ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ସେବାର ୮ଟି ଦମକଳ ଘଟଣାସ୍ଥଳକୁ … Read More

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କରିଛି ଆୟୋଜକ ଭାରତ। ରବିବାର ମ୍ୟାଚ୍‌ରେ ଭାରତ ୫-୦ ଗୋଲ୍‌ରେ ମାଲେସିଆକୁ ହରାଇ ଦେଇଛି। ଫଳରେ ଭାରତ ୩ ମ୍ୟାଚ୍‌ରୁ ୨ ବିଜୟ … Read More

ଗୁଜରାଟ : ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ମେଣ୍ଟ କରିବେ ଆପ୍-କଂଗ୍ରେସ

ଗାନ୍ଧିନଗର : ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଉଭୟ ବିରୋଧୀ ଓ ଶାସକ ଦଳ ଛୋଟ ଛୋଟ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜରାଟ ଲୋକସଭା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଏକ … Read More