ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଛି। ମନ୍ଦିରର … Read More

ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଲା; ୧୯.୧୬ମିଟର ଜଳ ପ୍ରବାହିତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ୧୯.୧୬ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୧୭.୮୩ … Read More

ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେଲେ ୫୦ ବର୍ଗ

ଭୁବନେଶ୍ୱର:ଶ୍ରମିକ ଶ୍ରେଣୀରେ ସାମିଲ ହେଲେ କୁମ୍ଭାର, କମାର, ବୁଣାକାର, ଲୋକକଳା କଳାକାର, ଚିତ୍ରଶିଳ୍ପୀ, ଫଟୋଗ୍ରାଫର, ଭିଡଓଗ୍ରାଫର,ଡେଲିଭରି ବୟଙ୍କ ପରି ୫୦ ବର୍ଗ  ।  ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ଏମାନଙ୍କୁ ସରକାର ଯୋଗାଇ ଦେବେ ସହାୟତା । … Read More

ଉଛୁଳିଲା ବ୍ରାହ୍ମଣୀ, ସମଲ ବ୍ୟାରେଜର ୭ଟି ଗେଟ୍‌ ଖୋଲିଲା

କଣିହାଁ: ଲଗାଣ ବର୍ଷାରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଭୟଙ୍କର ରୂପ ଧାରଣ କରିଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷାହେବା ଦ୍ବାରା କଣିହାଁ ବ୍ଲକରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଶାଖା ନଦୀ … Read More

କାନ୍ଥ ଭୁଶୁଡ଼ି ଜଣେ ମୃତ, ୬ ଆହତ

କେନ୍ଦୁଝର : ଲଗାଣ ବର୍ଷା ନେଲା ଜୀବନ। ଦୁଇଟି ଘଟଣାରେ କାନ୍ଥ ଭୁଶୁଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି। ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନାହବେଡ଼ାର ଗାଁରେ ବର୍ଷା ଭିଜିଯାଇଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣଙ୍କ … Read More

ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ, ୫୦ ରାଉଣ୍ଡ ଗୁଳି ଜବତ

କଟକ: କମିଶନରେଟ ପୁଲିସ ସ୍ୱତନ୍ତ୍ର ଟିମ ପଞ୍ଝାରେ ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ। ସେମାନଙ୍କ ଠାରୁ ଜବତ ହୋଇଛି ୫ ବନ୍ଧୁକ ସାଙ୍ଗକୁ ୫୦ ରାଉଣ୍ଡ ଜୀବନ୍ତ ଗୁଳି। ଏହି କାରବାରରେ ବ୍ୟବହାର ହେଉଥିବା ଗୋଟିଏ କାର, ୨ଟି ବାଇକକୁ … Read More

ରାଜନୈତିକ ବାଧ୍ୟବାଧକତା ହେତୁ ଦିଲ୍ଲୀ ସେବା ବିଲକୁ ସମର୍ଥନ କରୁଛି ବିଜେଡି : ଆପ୍ ସାଂସଦ ରାଘବ ଚଢା

ନୂଆଦିଲ୍ଲୀ: ଲୋକସଭାରେ ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଲ୍‌, ୨୦୨୩ ଆଗତ ହେବା ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଏକ ବଡ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ‘‘ଦିଲ୍ଲୀବାସୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ … Read More

ଅକ୍ଟୋବର ୧ରୁ ଅନଲାଇନ ଗେମିଂ ଉପରେ ଲାଗୁ ହେବ ୨୮% ଜିଏସଟି, ଘୋଷଣା କଲେ ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୧ତମ ଜିଏସଟି ପରିଷଦର ବୈଠକରେ ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଜିଏସଟି ପରିଷଦର ୫୧ତମ ବୈଠକ … Read More

ପ୍ରୋଜେକ୍ଟ ଚିତାକୁ ଶକ୍ତ ଝଟକା: ପୁଣି ଗୋଟିଏ ବାଘ ଆଖି ବୁଜିଲା, ସଂଖ୍ୟା ୯ରେ ପହଞ୍ଚିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କ ପ୍ରୋଜେକ୍ଟ ଚିତାକୁ ପୁଣି ଝଟକା ଲାଗିଛି। ସେପ୍ଟେମ୍ବର ୨୦୨୨ରେ ଉକ୍ତ ପ୍ରୋଜେକ୍ଟ ମାଧ୍ୟମରେ ବିଦେଶରୁ କ୍ରମାଗତ ଭାବେ ଚିତାଙ୍କୁ ଭାରତ ଅଣା ଯାଇଉଛି। ଭାରତୀୟ ଜଙ୍ଗଲରେ ଚିତା ବାଘର ବଂଶବୃଦ୍ଧି ଏହାର … Read More

ବିଜେଡି ଓ ୱାଇଏସଆର କଂଗ୍ରେସକୁ ଚିଦାମ୍ବରମଙ୍କ ପ୍ରଶ୍ନ, ଦିଲ୍ଲୀ ସେବା ବିଲରେ କଣ ଭଲ ଦେଖିଲେ?

ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ସେବା ବିଲ୍। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲକୁ ଆଗତ କରିଛନ୍ତି। ଏହି ବିଲ୍ ଉପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଏବଂ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ ମୋଦୀ ସରକାରଙ୍କୁ … Read More