ମଣିପୁର ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କୁ ଭେଟିବେ ରାଷ୍ଟ୍ରପତି ମୁର୍ମୁ
ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରାୟ ୩ ମାସ ହେଲା ମଣିପୁର ଜଳୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଚିନ୍ତାରେ ଅଛନ୍ତି। ଏଥିସହ ରାଷ୍ଟ୍ରପତି ସେମାନଙ୍କ କଥା … Read More