ପାଣ୍ଡିଆନଙ୍କ ବିରୋଧରେ କଳାଶାଢୀ ପିନ୍ଧି ଗର୍ଜିଲେ ମହିଳା କଂଗ୍ରେସ
ଯାଜପୁର: ୫ଟି ସଚିବଙ୍କୁ ଜୋରଦାର ବିରୋଧ । ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇ ମାଡ଼ି ଆସିଲେ କହିଳା କଂଗ୍ରେସ କର୍ମୀ । କଳାଶାଢୀ ପିନ୍ଧି ପାଣ୍ଡିଆନଙ୍କ ସଭାସ୍ଥଳକୁ ଯିବା ପାଇଁ ଅଡି ବସିଥିଲେ । ଆଜି ଯାଜପୁରରେ ୫ଟି … Read More
ଯାଜପୁର: ୫ଟି ସଚିବଙ୍କୁ ଜୋରଦାର ବିରୋଧ । ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇ ମାଡ଼ି ଆସିଲେ କହିଳା କଂଗ୍ରେସ କର୍ମୀ । କଳାଶାଢୀ ପିନ୍ଧି ପାଣ୍ଡିଆନଙ୍କ ସଭାସ୍ଥଳକୁ ଯିବା ପାଇଁ ଅଡି ବସିଥିଲେ । ଆଜି ଯାଜପୁରରେ ୫ଟି … Read More
ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ବାଲି। ଇଣ୍ଡୋନେସିଆର ବାଲି ସାମୁଦ୍ରିକ ଅଞ୍ଚଳରେ ଭୂକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୭.୦। ସମୁଦ୍ର ମଝିରେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଆମେରିକା ଭୂ-ବିଜ୍ଞାନ … Read More
ଅନୁଗୁଳ : ଥମୁନି ହାତୀ ଆତଙ୍କ । ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । କେତେବେଳେ ହାତୀପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ବହୁମୂଲ୍ୟ ଜୀବନ ଚାଲିଯାଉଛି । ଏମିତି କିଛି … Read More
କଂଗ୍ରେସ ଦଳରେ ଯୋଗ ଦେବେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି। ଦଳରେ ଯୋଗଦାନ ନେଇ ସେ … Read More
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ … Read More
ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ମରଶରୀର। କଟକ ଖାନନଗର ଶ୍ମଶାନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ତିନିକୋଣିଆ ବଗିଚାସ୍ଥିତ ବାସଭବନରୁ ତାଙ୍କ ପାର୍ଥିବ ଶରୀରକୁ ଶ୍ମଶାନକୁ ଅଣାଯିବା ପରେ … Read More
ପୁଣି ଲିଭ୍-ଇନ୍-ରିଲେସନସିପର କରୁଣ ପରିଣତି। ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରରେ ଲିଭ୍-ଇନରେ ରହୁଥିବା ଜଣେ ଯୁବକ ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପୁଲିସ ସୂଚନା ଅନୁସାରେ, କେରଳର ବୈଷ୍ଣବ(29) ଏବଂ ଦେବା (24) ପ୍ରାୟ ଦୁଇ … Read More
ପୁରୀ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ଯାନ୍ତ୍ରୀକ ତ୍ରୁଟି କାରଣରୁ ଚିଲିକା ମଝିରେ ଫସିଲା ଡଙ୍ଗା। ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିଲା। ହେଲେ ଡଙ୍ଗାର ମେସିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। … Read More
ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନର ମୁନ୍ ମିଶନ୍ ସଫଳ ହେବା ପରେ ମା’ ଭଦ୍ରକାଳୀ ମନ୍ଦିର ପରିଦର୍ଶନ କରିଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ। କେରଳର ଏକ ମନ୍ଦିରରେ ଦର୍ଶନ ସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ମୁଁ … Read More
ଭୁବନେଶ୍ୱର: ବେଙ୍ଗାଲୁରୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଖୁସି ଖବର। କର୍ଣ୍ଣାଟକରେ ଓଡିଶା ସରକାର ଖୁବଶୀଘ୍ର ସ୍ଥାପନା କରିବାକୁ ଯାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ହେଲ୍ପ ଡେସ୍କ। ଏନେଇ ଓଡିଶା ସରକାରଙ୍କ ଶ୍ରମ ବିଭାଗ ଏବଂ ବେଙ୍ଗାଲୁରୁରେ ଥିବା ପ୍ରବାସୀ ଓଡ଼ିଆ … Read More