ଓଡ଼ିଶା ସରକାର ଓ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓଡ଼ିଶା ସରକାର ଏବଂ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କରିଛନ୍ତି। ଏମ୍ସ ଭୁ‌ବନେଶ୍ବରରେ ମଙ୍ଗଳବାର ପହଞ୍ଚି ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପଞ୍ଜା ଏବଂ ଶ୍ରୀମତୀ ଭଟ୍ଟାଚାର୍ଯ୍ୟ … Read More

ବାବା ବାଗେଶ୍ୱରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଡାକ୍ତରୀ ଛାତ୍ରୀ ଶିବରଞ୍ଜନୀ ତିୱାରୀ

ମଧ୍ୟ ପ୍ରଦେଶର ବାଗେଶ୍ୱର ଧାମ କଥାବାଚକ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ଅନେକ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ବାବା ବାଗେଶ୍ୱରଙ୍କ ବିବାହକୁ ନେଇ ବି ଅନେକ ସମୟରେ ଚର୍ଚ୍ଚା, ଆଲୋଚନା ହୋଇଥାଏ। ବର୍ତ୍ତମାନ ଶିବରଞ୍ଜନୀ ତିୱାରୀ ନାମ୍ନୀ ଯୁବତୀଙ୍କ … Read More

ୟୁକ୍ରେନ୍‌ ଉପରେ ବଡ଼ ଆକ୍ରମଣ, ବିସ୍ଫୋରଣରେ ଉଡ଼ାଇଲା ଡ୍ୟାମ୍‌; ବନ୍ୟା ଆଶଙ୍କା

ଭୁଶୁଡିଲା ଡ୍ୟାମ୍। ବିସ୍ଫୋରଣରେ ଡ୍ୟାମ୍ ଛାରଖାର। ଚାରିଆଡେ ଜଳପ୍ରଳୟ। ୟୁକ୍ରେନରେ ରୁଷ୍‌ ଅଧିକୃତ ଖେରସନରେ ଥିବା କାଖୋଭକା ଡ୍ୟାମକୁ ବିସ୍ଫୋରଣରେ ଉଡାଇଲା ରୁଷ୍‌। ଏହି ଅଭିଯୋଗ କରିଛନ୍ତି ୟୁକ୍ରେନ୍ ସର୍ଦ୍ଦର୍ଣ୍ଣ ଅପରେସନାଲ୍ କମାଣ୍ଡ। ୟୁକ୍ରେନ୍ ସେନା ଅୠିଯୋଗ କରିଛି, ନିପ୍ରୋ ନଦୀରେ … Read More

ସମୁଦ୍ର ମଧ୍ୟରେ ଶତ୍ରୁଙ୍କୁ ଟକ୍କର ଦେବ ଯୁଦ୍ଧାସ୍ତ୍ର ଟରପିଡୋ, DRDO ଦ୍ୱାରା ସଫଳ ହେଲା ପରୀକ୍ଷଣ

ଦେଶରେ ହେଉଥିବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ଦିଗରେ ଏକ ବଡ଼ ସଫଳତା ମିଳିଛି । ଡିଆରଡିଓ ଦ୍ୱାରା ବିକଶିତ ହୋଇଥିବା ଟରପିଡୋର ପରୀକ୍ଷଣ ସଫଳ ହୋଇଛି । ଏହି ହେଭିେଓ୍ଵଟ ଟରପିଡୋ ସଫଳତାପୂର୍ବକ ପାଣି ଭିତରେ ନିଜ ଲକ୍ଷକୁ ଭେଦ କରିଛି … Read More

କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୧୩ ଗୁରୁତର

କର୍ଣ୍ଣାଟକର ୟାଦାଗିରି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା କ୍ରୁଜର । ସମସ୍ତ ଆହତଙ୍କୁ … Read More

ବାହାନଗା ଦୁର୍ଘଟଣାରେ ଆହତଙ୍କୁ ଏସସିବିରେ ଭେଟିଲେ ମମତା ବାନାର୍ଜୀ

କଟକ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ରେଳବାଇ ମନ୍ତ୍ରୀ ମମତା ବାନାର୍ଜୀ ଏସସବି ମେଡିକାଲରେ ପହଂଚି ଆହତଙ୍କୁ ଭେଟିଛନ୍ତି। କଟକ ପହଞ୍ଚିବା ପରେ ସେ କଡ଼ା ସୁରକ୍ଷା ବଳୟରେ ତାଙ୍କୁ ଏସସିବି ପରିସରକୁ ନିଆଯାଇଥିଲା ଆହତଙ୍କୁ ଭେଟି ଦ୍ରୁତ ଆରୋଗ୍ୟ … Read More

ରେଳ ଦୁର୍ଘଟଣାରେ ଚିହ୍ନଟ ମୃତକଙ୍କ ମଧ୍ୟରୁ ୩୯ଜଣ ଓଡ଼ିଶାର, ମୃତକଙ୍କ ପରିବାର ପାଇଁ ୧.୯୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡ଼ିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି। … Read More

ବାହାନଗା ଟ୍ରେନ୍‌ ଦୁର୍ଘଟଣା ତଦନ୍ତ ନେଇ ମାମଲା ରୁଜୁ କଲା ସିବିଆଇ

ବାଲେଶ୍ବର/ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା (କରମଣ୍ଡଳ ଏକ୍ସପ୍ରେସ୍‌, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଏବଂ ମାଲଗାଡ଼ି ଦୁର୍ଘଟଣା) ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ମାମଲା ରୁଜୁ କରିଛି। ରେଳ ମନ୍ତ୍ରଣାଳୟର … Read More

ବ୍ରିଜଭୂଷଣଙ୍କ ଘରେ ପହଞ୍ଚି ୧୫ ଜଣଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ

ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ‌ଥିବା ଯୌନ ଉତ୍ପୀଡ଼ନ ମାମଲା‌ରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  ଦିଲ୍ଲୀ ପୋଲିସର ଏକ ଟିମ୍‌ ଗତ ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଏବଂ … Read More

ଖେଳୁ ଖେଳୁ ବୋରୱେଲ ଭିତରେ ଖସିପଡ଼ିଲା ଅଢ଼େଇ ବର୍ଷର ଶିଶୁକନ୍ୟା, ଚାଲିଛି ଉଦ୍ଧାର କାର୍ଯ୍ୟ

ବୋରୱେଲ ଭିତରେ ଖସିପଡ଼ିଛି ଅଢ଼େଇ ବର୍ଷର ଏକ ଶିଶୁକନ୍ୟା। ଖୋଲା ପଡ଼ିଥିବା ୩୦୦ ଫୁଟ୍‌ ଗଭୀରର ଏହି ବୋରୱେଲରେ ଶିଶୁକନ୍ୟାଟି କୌଣସି ମତେ ଖସି ପଡ଼ିଥିବା ଜଣାପଡ଼ିଛି। ଘଟଣାଟି ମଧ୍ୟ ପ୍ରଦେଶର ସିହୋର ଜିଲ୍ଲାର ବଡ଼ ମୁଙ୍ଗାଭଲି ଗ୍ରାମରେ ଘଟିଛି। ଗ୍ରାମବାସୀଙ୍କ … Read More