ମଝି ଆକାଶରେ କ୍ରୁ ସଦସ୍ୟଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ଜଣେ ଯାତ୍ରୀ ହଠାତ୍ ଜରୁରୀକାଳୀନ ଦ୍ୱାର ଖୋଲିବା ସହିତ କ୍ରୁ ସଦସ୍ୟ ଓ ସହଯାତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବାର ଅଭିଯୋଗ ହୋଇଛି। ଏହି … Read More

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିଲେ । ଏହି ଅଧିବେଶନ ମଧ୍ୟ ବହୁତ ହଙ୍ଗାମାପୂର୍ଣ୍ଣ ହେବାକୁ ଯାଉଛି ଏବଂ ଏହାର ଏକ … Read More

ଅଭାବନୀୟ ଘଟଣା; ପୁଲିସ ଅଧିକାରୀଙ୍କୁ ହତ୍ୟା କଲା ପ୍ରେମିକ

ନୂଆଦିଲ୍ଲୀ: ଗୁଜରାଟର କଚ୍ଛ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଧିକାରୀଙ୍କ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ପ୍ରେମିକଙ୍କ … Read More

ପରଲୋକରେ ତେଲୁଗୁ ଅଭିନେତା ଭେଙ୍କଟ ରାଜ

ନୂଆଦିଲ୍ଲୀ: ଆଉ ନାହାନ୍ତି ତେଲୁଗୁ ଅଭିନେତା ଭେଙ୍କଟ ରାଜ। ୫୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ  ଅଭିନେତା ଭେଙ୍କଟ ରାଜଙ୍କ ପରଲୋକ ହୋଇଛି। ତାଙ୍କୁ ସ୍ନେହରେ ପ୍ରଶଂସକ ଏବଂ ପରିଚିତ ଲୋକମାନେ ଫିଶ୍ ଭେଙ୍କଟ ମଧ୍ଯ ଡାକୁଥିଲେ। ଦୀର୍ଘ ଦିନ ଧରି ସେ  … Read More

ସୁଟିଂ ସେଟରେ ଶାହରୁଖ ଖାନ୍ ଆହତ

ଫିଲ୍ମ ସୁଟିଂ ବେଳେ ଶାହରୁଖ ଖାନ ଆହତ ହୋଇଛନ୍ତି। ଅଭିନେତା ଶାହରୁଖ ଖାନ ନିକଟରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ’ର ଆକ୍ସନ ସିନ୍ ସୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ପିଠିରେ ଆଘାତ ଲାଗିଛି। ସୂଚନା ଅନୁଯାୟୀ, ଏହି ଆଘାତ ଗୁରୁତର … Read More

ଦିଅର ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଉତ୍ତମ ନଗର ଥାନା ଅଞ୍ଚଳର ଓମ୍ ବିହାର ଫେଜ୍-୧ରେ, ପତ୍ନୀ ତାଙ୍କ ଦିଅରଙ୍କ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ଏବଂ ପରିବାରକୁ ମିଛ କହି ଚାଲିଥିଲେ ଯେପରି କେହି ସନ୍ଦେହ ନକରନ୍ତି। ରବିବାର … Read More

୪୨ ଦେଶ ବୁଲିଲ, ଥରେ ବି ମଣିପୁର ଗଲନାହିଁ: ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ଦିନ କର୍ଣ୍ଣାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ଟାର୍ଗେଟ କରିଥିଲେ। ସେ ମଣିପୁରରେ ହିଂସା ଉପରେ … Read More

ଟ୍ରମ୍ପ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ଓବାମା ଷଡ଼ଯନ୍ତ୍ର ରଚିଥିଲେ: ତୁଲସୀ ଗବାର୍ଡ

ୱାଶିଂଟନ: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡ  ୨୦୧୬ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟକୁ କ୍ଷତି ପହଞ୍ଚାଇବା ଏବଂ ତାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ବକୁ ଦୁର୍ବଳ କରିବା ପାଇଁ ଓବାମା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଛନ୍ତି। ତୁଳସୀ ଗବାର୍ଡ ପୂର୍ବତନ ରାଷ୍ଟ୍ରପତି … Read More

ଏକ ଲକ୍ଷ ଆଫଗାନୀଙ୍କୁ ହତ୍ୟା କରିବ ତାଲିବାନ!

କାବୁଲ: ବ୍ରିଟେନର ଏକ ବଡ଼ ଅବହେଳା ୧ ଲକ୍ଷରୁ ଅଧିକ ଆଫଗାନଙ୍କ ଜୀବନକୁ ବିପଦରେ ପକାଇଛି। ବ୍ରିଟିଶ ସରକାର ବର୍ଷ ବର୍ଷ ଧରି ବ୍ରିଟିଶ ସେନା ଏବଂ ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ଗୋପନୀୟ ତାଲିକା ହରାଇ … Read More

ଟ୍ରମ୍ପଙ୍କ ନୂଆ ଦାବି ଭାରତ-ପାକ୍ ସଂଘର୍ଷରେ ଖସିଥିଲା ୫ ବିମାନ

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ୪-୫ଟି ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା। ସେ ପୁଣି ଥରେ ଦାବି କରିଛନ୍ତି ଯେ ସେ ବାଣିଜ୍ୟଚୁକ୍ତି … Read More