ନାଇଜେରିଆ ନଦୀରେ ଡଙ୍ଗା ବୁଡ଼ି ୬୦ ମୃତ

ନାଇଜେରିଆ: ନାଇଜେରିଆରେ ଡଙ୍ଗାବୁଡ଼ି ୬୦ ମୃତ । ନାଇଜେରିଆର ନାଇଜର ନଦୀରେ ବଡ଼ ଦୁର୍ଘଟଣା ଘଟିଛି । ଡଙ୍ଗା ବୁଡ଼ିବାରୁ ପାଖାପାଖି ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଅଛନ୍ତି । ଡଙ୍ଗାରେ ୧୦୦ରୁ ଅଧିକ ଜଣ ଯାତ୍ରୀ … Read More

ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ଵାମୀ

ଜନଗହଳିପୂର୍ଣ୍ଣ ବଜାର ମଝିରେ ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ଵାମୀ। ଉତ୍ତରପ୍ରଦେଶର ଗୋରଖପୁରର ଶାହପୁର ବଜାରରେ ବୁଧବାର ରାତି ପ୍ରାୟ ୮ଟାରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଜଣକ ହେଉଛି ବିଶ୍ଵକର୍ମା ଚୌହାନ। ସେ ନିଜ ହେଲମେଟରେ ଏକ … Read More

ଘିଅ, ପନୀର, ଟିଭି,ଫ୍ରିଜ୍‌, କାର୍‌ ଶସ୍ତା; ଜିଏସଟି ବୈଠକ ପରେ କେତେ ବଦଳିବ ଘରର ବଜେଟ୍‌

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ ସଭିଏଁ ଶସ୍ତା,ମହଙ୍ଗା ଜିନିଷର ତାଲିକା ଜାଣିବା ପାଇଁ ବଜେଟ୍‌କୁ ଅପେକ୍ଷା କରି ଥାନ୍ତି । ମାତ୍ର ଏବେ ସେପରି ନହୋଇ ସେବା ଓ ସାମଗ୍ରୀ ଟିକସ (ଜିଏସଟି) ବୈଠକ ପରେ ଶସ୍ତା, ମହଙ୍ଗା ଜିନିଷର ତାଲିକା … Read More

ଦିଲ୍ଲୀରେ ଯମୁନାର କରାଳ ରୂପ, ସଚିବାଳୟ ଠାରୁ ରିଲିଫ କ୍ୟାମ୍ପ ଯାଏଁ ପହଞ୍ଚିଲା ପାଣି

ନୂଆଦିଲ୍ଲୀ : ଦିଲ୍ଲୀରେ ଯମୁନା ନଦୀର କରାଳ ରୂପ । ଗମ୍ଭୀର ବନ୍ୟା ସଙ୍କଟ ଦେଇ ଗତି କରୁଛି ରାଜଧାନୀ ଦିଲ୍ଲୀ । ୨୦୧୩ର ରେକର୍ଡ ଭାଙ୍ଗିଛି ଯମୁନା ନଦୀର ଜଳସ୍ତର । ହାଇ ଆଲର୍ଟରେ ଦିଲ୍ଲୀ । ପ୍ରଭାବବିତ ହୋଇଛନ୍ତି ୮ … Read More

ଅପିଲ୍ସ କୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ଟାରିଫ ନେଇ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ

ଆମେରିକାରେ ଟାରିଫକୁ ନେଇ ଲାଗିରହିଛି ଅନିଶ୍ଚିତତାର ବାତାବରଣ ।  ଟାରିଫକୁ ନେଇ ଅପିଲ୍ସ କୋର୍ଟର ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିଥିଲେ ଫେଡେରାଲ ସର୍କିଟ ଅପିଲ୍ସ … Read More

ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କୁ ୨୧ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ : ଭାରତ ଆଫଗାନିସ୍ତାନର ପ୍ରକ୍ତ ବନ୍ଧୁ । ଏହା ପୁଣିଥରେ ପ୍ରମାଣିତ ହୋଇଛି । ଭାରତ ସବୁବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବାରେ ଆଗରେ ରହିଛି । କେବଳ ନେପାଳ, ବାଂଲାଦେଶ, ମାଳଦ୍ୱୀପ ନୁହେଁ ବରଂ ସୀମା ଠାରୁ ଦୂରରେ ଅବସ୍ଥିତ ତୁର୍କୀ, … Read More

୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର, ତିଆରି କରିଛି ଚୀନ

ଚୀନ୍ : ରାଜଧାନୀ ବେଜିଂର ତିଆନାନମେନ୍ ସ୍କୋୟାରରେ ଆୟୋଜିତ ହୋଇଛି ବିଜୟ ଦିବସ ପରେଡ୍  ।  ଏହି ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ, ୟୁରୋପ ଏବଂ ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ବିଜୟ ଦିବସରେ ହୋଇଥିବା ପରେଡ୍‌ରେ … Read More

ବିଧାନସଭାରେ ବିଜେପି-ଟିଏମସି ବିଧାୟକ ହାତାହାତି, ୫ ବିଜେପି ବିଧାୟକ ନିଲମ୍ବିତ

କୋଲକାତା : ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ସମୟରେ ବିଜେପି ବିଧାୟକ ଏବଂ ମାର୍ଶାଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ବିଜେପି ବିଧାୟକ ଏବଂ ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ସମେତ ପାଞ୍ଚ ଜଣ ବିଧାୟକଙ୍କୁ ଗୃହର କାର୍ଯ୍ୟରୁ ନିଲମ୍ବିତ … Read More

ଭାରତ-ରୁଷର ବନ୍ଧୁତା ଦେଖି ଇର୍ଷାରେ ଜଳିଲେ ଶହବାଜ୍, ପୁଟିନଙ୍କୁ କହିଲେ, “ଆମେ ମଧ୍ୟ ଦୃଢ଼ ସମ୍ପର୍କ ଚାହୁଁଛୁ”

ନୂଆଦିଲ୍ଲୀ: ଚୀନରେ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବେ ନରମିଛନ୍ତି । ରୁଷ ସହ ବି ନିଜର ସଂପର୍କକୁ ଭାରତ ଭଳି କରିବାକୁ ବନ ବଳାଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ … Read More

ନକ୍ସଲ ମୁକ୍ତ ନ ହେବା ଯାଏଁ ଶାନ୍ତିରେ ବସିବୁ ନାହିଁ: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସମସ୍ତ ନକ୍ସଲ ଆତ୍ମସମର୍ପଣ କରିନାହାନ୍ତି କିମ୍ବା ଧରାପଡ଼ି ନାହାନ୍ତି ବା ନିପାତ ନହେବା ପର୍ଯ୍ୟନ୍ତ ମୋଦୀ ସରକାର ଶାନ୍ତିରେ ବସିବେ ନାହିଁ। ଛତିଶଗଡ଼ର କାରେଗୁଟ୍ଟା ପାହାଡ଼ରେ ‘ଅପରେସନ୍ … Read More