ଇସ୍ତଫା ଦେବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ
ଜାପାନ : ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ସେ ନିଜ ପାର୍ଟି ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼ ପରାଜୟ ପରେ ନେଇଛନ୍ତି । ଜାପାନୀ … Read More
ଜାପାନ : ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ସେ ନିଜ ପାର୍ଟି ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼ ପରାଜୟ ପରେ ନେଇଛନ୍ତି । ଜାପାନୀ … Read More
ମହାରାଷ୍ଟ୍ର : ମୁମ୍ବାଇର ନାୟର ହସପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯିବା ପରେ ଯାଞ୍ଚ କରୁଛି । ସୂଚନା ମୁତାବକ, ଧମକଭରା ଇମେଲ … Read More
ଆମେରିକା : ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଥିବା ଯୋଗୁଁ ସମସ୍ତ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର ୬୬ ଭାବରେ … Read More
ଗୁଜରାଟ : ଗୁଜରାଟର ଚୋଟିଲାରେ ଆପ୍ ନେତା ଅରବିନ୍ଦ କେଜରିୱାଲଙ୍କ ରାଲି ବାତିଲ କରାଯାଇଛି । ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମା ହୋଇଛି ଏବଂ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବହୁତ ପ୍ରଭାବିତ ହୋଇଛି । ତେଣୁ କାର୍ଯ୍ୟକ୍ରମକୁ … Read More
ପାକିସ୍ତାନ : ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଛି ବଡ଼ ଅଘଟଣ । କ୍ରିକେଟ୍ ମ୍ୟାଚ୍ ଚାଲିଥିଲାବେଳେ ଷ୍ଟାଡିୟମରେ ବିସ୍ଫୋରଣ ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଆଇଇଡି ଦ୍ବାରା କରାଯାଇଛି ବୋଲି … Read More
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ବାରାମୁଲ୍ଲାର ଲୋକସଭା ସାଂସଦ ଇଞ୍ଜିନିୟର ରସିଦଙ୍କୁ ଦିଲ୍ଲୀର ତିହାର ଜେଲରେ କିନ୍ନର କଏଦୀମାନେ ଆକ୍ରମଣ କରିଛନ୍ତି । ସୂତ୍ର ଅନୁଯାୟୀ, ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ଘଟଣା ଘଟିଥିଲା ଯେତେବେଳେ ରସିଦ ଏବଂ ଟ୍ରାନ୍ସଜେଣ୍ଡର … Read More
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ବୟାନ ପରେ ଏବେ ଏହାକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ହୃଦୟର ସହିତ ପ୍ରଶଂସା … Read More
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳିଛି। ଭାରତ ଉପରେ ଟାରିଫ ଲଗାଇବା ପରେ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହୁଛନ୍ତି। ସେ ଭାରତ-ଆମେରିକା ସମ୍ପର୍କର ପ୍ରଶଂସା ମଧ୍ୟ କରୁଛନ୍ତି। ଏହାର ଜବାବରେ ମୋଦୀ ଟ୍ରମ୍ପଙ୍କ … Read More
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ ସଂଶୋଧିତ ଅସ୍ଥାୟୀ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ … Read More
ମୁମ୍ବାଇ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଧମକ ଘଟଣା । ଗଣେଶ ଚତୁର୍ଥୀରେ ମୁମ୍ବାଇରେ ବୋମା ବିସ୍ଫୋରଣ ଧମକ ଦେଇଥିବା ଅଭିଯୁକ୍ତକୁ ନୋଏଡା ପୋଲିସ ଗିରଫ କରିଛି । ଅଭିଯୁକ୍ତ ହେଉଛି ୫୧ ବର୍ଷୀୟ ଅଶ୍ୱିନୀ କୁମାର । ସେ ବିହାର ପାଟଳିପୁତ୍ରର … Read More