ଫିଲିପାଇନ୍ସରେ ତାଣ୍ଡବ ରଚିଛି ’ରାଗାସା’, ଅନ୍ୟ ୫ ଦେଶକୁ ସତର୍କ ଚେତାବନୀ
ଫିଲିପାଇନ୍ସ : ଫିଲିପାଇନ୍ସରେ ଶକ୍ତିଶାଳୀ ’ରାଗାସା’ତାଣ୍ଡବ ରଚିଛି । ’ରାଗାସା’ର ତାଣ୍ଡବ ମହାବତ୍ୟାଠାରୁ କମ୍ ନଥିଲା । ରାଗାସା ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିବା ଆରମ୍ଭ ହୋଇଥିଲା । ଏହି ଭୟାବହ ତୋଫାନକୁ ଦୃଷ୍ଟିରେ ରଖି … Read More
