ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ସଦସ୍ୟ ମୃତ, ୩ ଆହତ

ପେଶୱାର : ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି । ଏପରି ଦୁର୍ଘଟଣା ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଦେଖିବାକୁ ମିଳିଛି । ଗାଡ଼ିଟି ଝୋବ … Read More

ବିହାରର ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଆକାଉଣ୍ଟକୁ ଆସିଲା ୧୦ ହଜାର ଟଙ୍କା

ନୂଆଦିଲ୍ଲୀ : ଆଜି ବିହାରରେ ମହିଳାଙ୍କୁ ବଡ଼ ଭେଟି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବର୍ତ୍ତମାନ ଏହି ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ୭.୫ ନିୟୁତ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୧୦ … Read More

ଭାରତୀୟ ପ୍ରବାସୀଙ୍କ ପ୍ରତି ଟ୍ରମ୍ପଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ବୃଦ୍ଧାଙ୍କୁ ଶିକୁଳି ପିନ୍ଧାଇ ପଠାଇଲେ

ଆମେରିକା : ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ ଅବୈଧ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ,୭୩ ବର୍ଷୀୟା ମହିଳା ଜଣକ … Read More

ଯୁଦ୍ଧ ବିମାନ ପାଇଁ HAL ସହିତ ୬୨,୩୭୦ କୋଟିର ଚୁକ୍ତି ସ୍ୱାକ୍ଷର

ଭାରତୀୟ ବାୟୁସେନାକୁ ମିଳିବ ୯୭ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ।  ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ହାଲ) ସହିତ ୬୨ ହଜାର ୩୭୦ କୋଟି ଟଙ୍କାର କରାଯାଇଛି ଚୁକ୍ତି ସ୍ଵାକ୍ଷର । ୨୦୨୭-୨୮ ମଧ୍ୟରେ ହାଲ୍ ପକ୍ଷରୁ ଯୁଦ୍ଧ … Read More

ବୃନ୍ଦାବନରେ ବାଙ୍କେ ବିହାରୀ ମନ୍ଦିର ଓ ନିଧିବନ ବୁଲି ଦେଖିଲେ ରାଷ୍ଟ୍ରପତି, କଲେ ବୃକ୍ଷରୋପଣ

ବୃନ୍ଦାବନ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ମଥୁରା-ବୃନ୍ଦାବନର ଏକ ଧାର୍ମିକ ସ୍ଥାନ ଗସ୍ତ କରିଥିଲେ ।  ଏହି ଗସ୍ତ ସମୟରେ ସେ ବାଙ୍କେ ବିହାରୀ ମନ୍ଦିର, ନିଧିବନ ଏବଂ ସୁଦାମା କୁଟୀର ପରିଦର୍ଶନ କରିଥିଲେ ।  ରାଷ୍ଟ୍ରପତି ସୁଦାମା କୁଟୀରରେ କଳ୍ପବୃକ୍ଷ … Read More

ରସିକିଆ ସ୍ବାମୀଙ୍କ ନାଁର ଅଭିଯୋଗ, ମିଛ କହି ଝିଅଙ୍କୁ ନେଇ ଯାଉଥିଲେ ଥାଇଲାଣ୍ଡ ଓ ଦୁବାଇ

ମଧ୍ୟପ୍ରଦେଶ : ସ୍ବାମୀଙ୍କ ରସିକିଆ ପଣ,ପ୍ରଶାସନିକ ପଦବୀରେ ରହି ପଦବୀର ଅପ ବ୍ୟବହାର,ଲାଞ୍ଚ,ପରକୀୟା ପ୍ରୀତି,ଅନଧୀକାର ବିଦେଶ ଯାତ୍ରା,ଏମିତି କିଛି ଅଭିଯୋଗ ଆଣିଛନ୍ତି ଭୋପାଳର ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ।  ଏକ ସାଧାରଣ ଶୁଣାଣୀର ତବସୁମ ବାନୋ ନିଜ ସ୍ବାମୀଙ୍କ ଦୁଷ୍କର୍ମ ବିଷୟରେ ଅଧିକାରୀ … Read More

ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ନିଯୁକ୍ତ

ବିହାର : ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଏହା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ବିଜେପି ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି … Read More

ରୋଗୀଙ୍କ ପେଟରୁ ବାହାରିଲା ୨୯ ଟି ଷ୍ଟିଲ୍ ଚାମଚ, ୧୯ଟି ଟୁଥବ୍ରସ୍ ଏବଂ ଦୁଇଟି କଲମ୍ , ଡ଼ାକ୍ତର ଆଶ୍ଚର୍ଯ୍ୟ

ହିମାଚଳ ପ୍ରଦେଶ :  ହିମାଚଳ ପ୍ରଦେଶର ହାପୁର ଜିଲ୍ଲାରେ ଏକ ଅଜବ ଘଟଣା ନଜରକୁ ଆସିଛି । ଜଣେ ଗୁରୁତର ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ପେଟରୁ ଡର୍ଜନ ଚାମଚ,ଟୁଥ୍ ବ୍ରସ,ଓ କଲମ ବାହାର କରାଯାଇଛି । ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା … Read More

ୟୁପି ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ ୨୦୨୫ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗ୍ରେଟର ନୋଏଡା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଅର୍ଥାତ୍‌ ୨୫ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡାରେ ପହଞ୍ଚି ୟୁପି ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ (ଇଣ୍ଟରନ୍ୟାସନାଲ ଟ୍ରେଡ୍ ଶୋ) ୨୦୨୫ର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡାର ନଲେଜ୍ … Read More

ଆମେରିକା ନିଜର କଥା ରଖେ ନାହିଁ, ଲୋକଙ୍କ ହତ୍ୟା କରାଇଥାଏ-ଖାମ୍‌ନେଇ

ନୂଆଦିଲ୍ଲୀ : ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମ୍‌ନେଇ। ସେ କହିଛନ୍ତି, ଆମେରିକା ନିଜର କିଛି କଥା ରଖେ ନାହିଁ। ଲୋକଙ୍କ ହତ୍ୟା କରାଇଥାଏ। ଖାମ୍‌ନେଇ ପୁଣି ଥରେ ଦେଶର … Read More