ମମତାଙ୍କୁ ହରାଇଥିବାରୁ ମୋର ପିଏଙ୍କୁ ହତ୍ୟା କରାଯାଇଛି: ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ:ଶୁଭେନ୍ଦୁ ଅଧିକାରୀ ତାଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରିଥିବା ତୃଣମୂଳ କଂଗ୍ରେସ (ଟିଏମସି) ଉପରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି,ମୁଁ ପଶ୍ଚିମବଙ୍ଗର ଭବାନୀପୁର ନିର୍ବାଚନ ମଣ୍ଡଳୀରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲି, ତେଣୁ ସେମାନେ ମୋ ସହଯୋଗୀ … Read More

ପରାଜୟ ପରେ ମମତାଙ୍କୁ ଭେଟି ମନୋବଳ ବଢାଇଲେ ଅଖିଳେଶ

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ କୋଲକତାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଛି । ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ କୋଲକତାର କାଳୀଘାଟ ସ୍ଥିତ ବାସଭବନରେ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ … Read More

ସମ୍ରାଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଶପଥ ନେଲେ ୩୨ ମନ୍ତ୍ରୀ

ବିହାର : ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । କ୍ୟାବିନେଟ ବିସ୍ତାର ସମୟରେ ଜେଡିୟୁ ପ୍ରମୁଖ ନୀତିଶ କୁମାରଙ୍କ ସହିତ ପୁଅ ନିଶାନ୍ତ କୁମାର ଏବଂ ଅନ୍ୟ ୩୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନୀତିଶ … Read More

ଅପରେସନ ସିନ୍ଦୂରକୁ ବର୍ଷେ, ଭିଡିଓ ଜାରି କରି ପ୍ରତିଶୋଧର କାହାଣୀ ବଖାଣିଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପୂରଣ ହୋଇଛି । ଆଜିର ଦିନକୁ ସେଲିବ୍ରେଟ୍ କରିବା ପାଇଁ ଭାରତୀୟ ବାୟୁସେନା ଏକ ଖାସ୍ ଭିଡିଓ ରିଲିଜ କରିଛି । ଏହି ଖାସ୍ ଭିଡିଓରେ … Read More

ସରକାର ଗଠନ ପାଇଁ ସଂଘର୍ଷ, ହାଇକୋର୍ଟ ଯିବେ ବିଜୟ !

ଚେନ୍ନାଇ: ତାମିଲନାଡୁରେ ନୂତନ ସରକାର ଗଠନର ସମ୍ପୂର୍ଣ୍ଣ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି। ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି। ଆଜି ପୁଣିଥରେ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ ଏହା ହେଉଛି … Read More

ନିର୍ବାଚନ ପରବର୍ତ୍ତୀ ହିଂସା, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଭୟଙ୍କର ହେବାରେ ଲାଗିଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସ୍ ରେ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ଚନ୍ଦ୍ରନାଥ ରଥ … Read More

ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟିଲେ ବିଜୟ

ତାମିଲନାଡୁ : ତାମିଲନାଡ଼ୁରେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ଥାଲାପତି ବିଜୟ । ରାଜ୍ୟପାଳଙ୍କୁ ଭେଟି ସରକାର କଂଗ୍ରେସ ସହ ଟିଭିକେ ମିଶି ସରକାର ଗଠନ ପାଇଁ ଦାବି … Read More

ପଞ୍ଜାବରେ ୩ ଘଣ୍ଟା ମଧ୍ୟରେ ୨ ବିସ୍ଫୋରଣ: ଅମୃତସର-ଜଳନ୍ଧରରେ ଆତଙ୍କ

ଚଣ୍ଡିଗଡ଼: ମଙ୍ଗଳବାର ବିଳମ୍ବିତ ରାତିରେ ପଞ୍ଜାବରେ ତିନି ଘଣ୍ଟା ମଧ୍ୟରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି। ଅମୃତସର ଏବଂ ଜଳନ୍ଧରରେ ଘଟିଥିବା ବିସ୍ଫୋରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅମୃତସରର ଖାସା ଆର୍ମି କ୍ୟାଣ୍ଟନମେଣ୍ଟ ଅଞ୍ଚଳର ବାହାରେ ବିଳମ୍ବିତ ରାତିରେ … Read More

ମେ’ ୭ରେ ବନ୍ଦ ରହିବ ମୁମ୍ବାଇ ବିମାନ ବନ୍ଦର

ମୁମ୍ବାଇ : ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ୭ ମଇକୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ରନଓେ୍ବରେ ପ୍ରି-ମନସୁନ୍ ମେଣ୍ଟେନାନ୍ସ କାମ କରାଯିବ । ଏୟାରପୋର୍ଟ ପ୍ରଶାସନ ମୁତାବକ, ଗୁରୁବାର ସକାଳ ୧୧ଟାରୁ ସନ୍ଧ୍ୟା … Read More

ଇରାନର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ, ୮ ମୃତ, ୩୬ ଆହତ

ତେହରାନ : ଇରାନର ରାଜଧାନୀ ତେହରାନ ନିକଟରେ ଥିବା ଏକ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ … Read More