ପେଟ୍ରୋଲ ଓ ଡିଜେଲ ପରେ ୧୦ ପ୍ରତିଶତ ମହଙ୍ଗା ହେଲା ବିଦ୍ୟୁତ୍

ନୂଆଦିଲ୍ଲୀ : କ୍ଷୀର, ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପରେ ବିଦ୍ୟୁତ୍ ମଧ୍ୟ ମହଙ୍ଗା ହୋଇଛି । ଯାହା ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ୍ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି … Read More

ଓଲଟିଲା ଟ୍ରାକ୍ଟର , ୬ ମୃତ, ୪୦ରୁ ଅଧିକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି । ଟ୍ରାକ୍ଟର ଟ୍ରଲି ଓଲଟିବା କାରଣରୁ ଏହି ଅଘଟଣ ଘଟିଛି । ଟ୍ରାକ୍ଟରର ମୋଟ୍ ୫୦ ଜଣ … Read More

ଜୁନ୍ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର

କର୍ଣ୍ଣାଟକ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆସନ୍ତୁ ଜୁନ୍ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା … Read More

ତାଣ୍ଡବ ରଚିଲା ଝଡ଼,ତୋଫାନ; ୟୁପିରେ ୩୧, ବିହାରରେ ୧୭ ମୃତ

ଲଖନଉ : ପୁଣି ତାଣ୍ଡବ ରଚିଲା ଝଡ, ବର୍ଷା। ଗତକାଲି ଦେଶର ବିଭିନ୍ନ ରାଜ୍ୟରେ ଝଡ଼ ଏବଂ ବର୍ଷା ତାଣ୍ଡବ ସୃଷ୍ଟି କରିଥିଲା। ମାନବ କ୍ଷତି ସହିତ, ବ୍ୟାପକ ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା। ଉତ୍ତର ପ୍ରଦେଶ ଏବଂ ବିହାରରେ ଖରାପ … Read More

ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ପୁଣି ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ । ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ଜଣାପଡିଛି । ଉଡ଼ାଣ ସମୟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ହାର୍ଟ ଆଟାକ୍ … Read More

ଶାନ୍ତି ଚୁକ୍ତିର ନିକଟତର ଇରାନ-ଆମେରିକା: ଟ୍ରମ୍ପଙ୍କ ମଞ୍ଜୁରିକୁ ଅପେକ୍ଷା

ୱାସିଂଟନ:  ଇରାନ-ଆମେରିକା ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷର ଅବସାନ ପାଇଁ ପ୍ରସ୍ତାବିତ ୬୦ ଦିନର । ଯୁଦ୍ଧବିରତି ଚୁକ୍ତିନାମାକୁ ନେଇ ଆଜି ଦ୍ୱିପାକ୍ଷିକ ବୟାନବାଜି ତୀବ୍ର ହୋଇଛି। ଆମେରିକା ପ୍ରଶାସନ ଏବଂ ଇରାନର ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ ଏହି ବହୁପ୍ରତୀକ୍ଷିତ ଶାନ୍ତି ପ୍ରକ୍ରିୟା … Read More

ନିଟ୍ ମାମଲାରେ ନଜର ରଖିଛନ୍ତି ନିଜେ ପ୍ରଧାନମନ୍ତ୍ରୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିଟ୍ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଜବାବ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି। କେନ୍ଦ୍ର ସରକାର ଏବେ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଥିବା ନିଟ୍ ପେପର୍ ଲିକ୍ … Read More

ଲକ୍ଷ୍ନୌ ଷ୍ଟେସନରେ ପ୍ଲାଟଫର୍ମ ଟିଣ ଭୁଶୁଡି ୩ ଆହତ

ନୂଆଦିଲ୍ଲୀ: ୟୁପିର ରାଜଧାନୀ ଲକ୍ଷ୍ନୌରୁ ଏକ ବଡ଼ ଖବର ଆସୁଛି । ଚାରବାଗ ରେଳ ଷ୍ଟେସନରେ ଏକ ଦୁର୍ଘଟଣା ଘଟିଛି । ଚାରବାଗ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ ରେ ଏକ ଟିଣ ସେଡ୍ ଭୁଶୁଡ଼ି ପଡ଼ିଛି । ସୂଚନା ଅନୁଯାୟୀ, … Read More

କକ୍ରୋଚ୍ ଜନତା ପାର୍ଟିକୁ ଝଟକା, X କୁ ନୋଟିସ୍ ଜାରି କଲେ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ କକ୍ରୋଚ୍ ଜନତା ପାର୍ଟିର ପୂର୍ବ ଆକାଉଣ୍ଟ ବ୍ଲକ୍ କରିବା ମାମଲାରେ ଅଭିଜିତ ଦୀପକଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆକାଉଣ୍ଟ ବ୍ଲକ୍ କରିବା ପାଇଁ ଆବେଦନ ଦାଖଲ କରିଥିବା କକ୍ରୋଚ୍ ଜନତା … Read More

ଝଡ଼ ତୋଫାନରେ ନିର୍ମାଣାଧୀନ ପୋଲ ଭୁଶୁଡି ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଝଡ଼ ତୋଫାନ ଯୋଗୁଁ ପୋଲ ଭୁଶୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର … Read More