ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ସବୁ ଚାଲ୍‌ ବିଫଳ

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଚାଲ୍‌ ବିଫଳ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଭାରତ ପୁଣି ଥରେ ନିଜ ସ୍ଥିତି ସ୍ପଷ୍ଟ କରିଦେଇଛି। ସିନ୍ଧୁ ଜଳ ଚୁକ୍ତି ସହ ଜଡିତ ଅନ୍ତର୍ଜାତୀୟ ନ୍ୟାୟିକ … Read More

ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଯାନ୍ତ୍ରିକ ତ୍ରୁଟି : ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଡ୍ରିମ୍‌ଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଏବଂ ଇନ୍ଧନ ନିୟନ୍ତ୍ରଣରେ ଗୁରୁତର ସମସ୍ୟା ଦେଖାଦେବା ପରେ ଏହାକୁ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଆଜି ଲଣ୍ଡନରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଏଆଇ … Read More

ଆଜି ବି ଖସିଲା ସୁନା, ରୁପା ଦର…

ନୂଆଦିଲ୍ଲୀ : ଲଗାତାର ୪ ଦିନ ହେଲାଣି ଖସୁଛି ସୁନା ଏବଂ ରୁପା ଦର। ଆଜି ବି ସୁନା ଦରରେ ହ୍ରାସ ହୋଇଛି। ୨୪ କ୍ୟାରେଟ୍‌ ର ସୁନା ଦର ୯ ହଜାର ୫୦ ଟଙ୍କା ତଳକୁ ଖସିଛି। ବର୍ତ୍ତମାନ୍ ୧୦ … Read More

ଜମ୍ମୁ କାଶ୍ମୀର ବାରମୁଲ୍ଲାରେ ଭୂକମ୍ପ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ସକାଳ ୫ଟା ୩୫ ସମୟରେ ଜମ୍ମୁ ଏବଂ କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ଅବସ୍ଥିତ। … Read More

ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୬୮ ହଜାର କର୍ମଚାରୀଙ୍କୁ ମିଳିବନି ଦରମା

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସମ୍ପତ୍ତି ବିବରଣୀ ପ୍ରଦାନ କରିବାରେ ବିଫଳ ଯୋଗୁଁ ରାଜ୍ୟ ସରକାର ୬୮,୨୩୬ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି । ଉତ୍ତରପ୍ରଦେଶର ୬୬,୨୩୬ … Read More

୯୦ ବର୍ଷ ବୟସରେ ଦଲାଇ ଲାମାଙ୍କୁ ଗ୍ରାମୀ ଆୱାର୍ଡ

ନୂଆଦିଲ୍ଲୀ: ଗ୍ରାମୀ ଆୱାର୍ଡ ଜିତିଲେ ଦଲାଇ ଲାମା । ୯୦ ବର୍ଷ ବୟସରେ ମ୍ୟୁଜିକର ସବୁଠୁ ବଡ଼ ଆୱାର୍ଡ ଜିତିଛନ୍ତି ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ତାଙ୍କର ଆଲବମ୍ ମେଡିଟେସନ୍- ଦ ରିଫ୍ଲେକ୍ସନ ଅଫ୍ ହିଜ୍ ହଲିନେସ୍ ଦ ଦଲାଇ … Read More

ପୁଣି ଇଣ୍ଡିଗୋକୁ ବୋମା ଧମକ, ବାରାଣାସୀ ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ବାରାଣାସୀ : ପୁଣିଥରେ ବିମାନକୁ ବୋମା ଧମକ । ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ବୋମା ଧମକ ମିଳିବା ପରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି । ବିମାନ ଜରୁରୀ ଅବତରଣ କରିବା ପରେ ବୋମା ନିରୋଧକାରୀ ଟିମ, … Read More

ୟୁକ୍ରେନ୍ ଉପରେ ଆକ୍ରମଣ କଲା ରୁଷ, ୧୫ ମୃତ

ନୂଆଦିଲ୍ଲୀ: ରୁଷିଆ କିୱି ସହର ଉପରେ ବଡ଼ ଆକ୍ରମଣ କରିଛି । ନିପ୍ରୋରେ ରୁଷିଆ ଡ୍ରୋନ୍ ଦ୍ବାରା ଏକ ବସକୁ ଆକ୍ରମଣ କରାଯାଇଥିଲା । ଏହି ବସରେ ଖଣି ଶ୍ରମିକମାନ ଯାଉଥିବାବେଳେ ତାଙ୍କୁ ଟାଗ୍ରେର୍ଟ କରାଯାଇଥିଲା । ଏହି ଟାର୍ଗ୍ରଟରେ ୧୫ ଜଣଙ୍କର … Read More

ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୭.୮ ଲକ୍ଷ କୋଟି ଟଙ୍କାର ବଜେଟ, ସେନାର ହେବ ଆଧୁନିକରଣ

ନୂଆଦିଲ୍ଲୀ : ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କର ବଜେଟ୍ ଭାଷଣ ୮୫ ମିନିଟ୍ ରହିଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୭.୮ ଲକ୍ଷ କୋଟି ଟଙ୍କାର … Read More

ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ବୁଡ଼ ପକାଇଲେ ୯୦ ଲକ୍ଷ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଆଜି ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମାଘ ପୂର୍ଣ୍ଣିମାର ସ୍ନାନ ଉତ୍ସବରେ ପ୍ରାୟ ୯୦ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମ ଏବଂ ଗଙ୍ଗାରେ ପବିତ୍ର ବୁଡ଼ ପକାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରବଳ ଥଣ୍ଡା ହେବା ସତ୍ତ୍ବେ ଶନିବାର ମଧ୍ୟରାତ୍ରରୁ … Read More