୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର, ୧୯ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଅସମ୍ଭାଳ ତାତି ।  ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ।  ଆଜି ଦିନ ସାଢେ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ।  ରାଜଧାନୀ ଭୁବନେଶ୍ବରର ତାପମାତ୍ରା ରହିଛି ୪୦ .୪ ଡିଗ୍ରୀ ସେଲସିୟସ । ୪୦ … Read More

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

ଭୁବନେଶ୍ୱର: ଥମୁନି ଗୋରୁ ଚାଲାଣ। ରାଜ୍ୟରୁ ପୁଣି ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ। ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍‌ ଜବତ କଲା ପୋଲିସ। ଧରାପଡିବା ପରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର। ଭୋଗରାଇ ଥାନାରେ ସମସ୍ତ … Read More

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, କୋଣ ଗୁଜ ଅନୁକୂଳ କରିବେ ରୂପକାର ସେବକ

ପୁରୀ :  ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ।  ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ବିଧି ଅନୁଷ୍ଠିତ ହେବ ।  ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ସେବାୟତମାନେ ଚକ୍ରତୀର୍ଥ ରୋଡ ସ୍ଥିତ ଚକ୍ରନାରାୟଣଙ୍କୁ ପ୍ରଦାନ କରିବେ ।  ସନ୍ଧ୍ୟାଧୂପ … Read More

ଭାରତ-ପାକିସ୍ତାନ ବିବାଦ: ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ଭୁବନେଶ୍ୱର: ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତତ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଘଟଣା କ୍ରମ ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ … Read More

ଧନ, ଜୀବନର ସୁରକ୍ଷା ଆମ ଦାୟିତ୍ୱ : ସିଭିଲ ଡିଫେନ୍ସ ସଙ୍ଗଠନରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର :  ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ।  ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ ।  ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ … Read More

ସର୍ଟ ସର୍କିଟରୁ ଗୁଣପୁର ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛିI କମ୍ପ୍ୟୁଟର ବିଭାଗରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଛି I … Read More

ଡ୍ରୋନ୍ ଉପରେ କଡା ନଜର ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କଲେ ଓଡିଶା ସରକାର

ଭୁବନେଶ୍ବର: ଭାରତ-ପାକିସ୍ତାନ ବିବାଦ ବୃଦ୍ଧି ପାଉଥିବା ମଧ୍ୟରେ, ଓଡ଼ିଶା ସରକାର କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିଛନ୍ତି ଏବଂ ରାଜ୍ୟରେ ଡ୍ରୋନ୍ ବ୍ୟବହାର ଉପରେ କଡ଼ା ନଜର ରଖିଛନ୍ତି। ପାକିସ୍ତାନ ନିରନ୍ତର ଭାବରେ ଭାରତର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ … Read More

ସାରା ଓଡ଼ିଶାରେ ହାଇଆର୍ଲଟ: ପରିସ୍ଥିତି ଅନୁସାରେ ନିଆଯିବ ପଦକ୍ଷେପ

ଭୁବନେଶ୍ବର: ସାରା ଓଡ଼ିଶାକୁ ହାଇଆର୍ଲଟରେ ରଖାଯାଇଛି। ପରିସ୍ଥିତି ଅନୁସାରେ ନିଆଯିବ ଆକ୍ସନ। ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର। ସେ କହିଛନ୍ତି, ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ … Read More

୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ, ଆହୁରି ୫ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ମେ ୧୪ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ସୂଚନା ଦେଇଛି। ମେ ୧୦ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଜପତି, ଗଞ୍ଜାମ, … Read More

ମଇ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର: ଏଥର ସଅଳ ଆସିବ ମୌସୁମୀ। ଗତ ବର୍ଷ ମଇ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ହେଲେ ୨୦୨୫ରେ ମଇ ୨୭ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡ କେରଳ ନିକଟରେ … Read More