ହିତାହିତ ଜ୍ଞାନ ହରାଇ ବସିଲା ସ୍ତ୍ରୀ, ନିର୍ଯାତନା ସହିନପାରି ନେଲା ସ୍ବାମୀର ଜୀବନ

ସୋରଡା: ପାରିବାରିକ କଳହର କରୁଣ ପରିଣତି । ମାତାଲ ସ୍ବାମୀର ନିର୍ଯାତନା ସହି ପାରିଲାନି ସ୍ତ୍ରୀ । ପ୍ରତିଦିନ ସ୍ବାମୀ ମଦ ପିଇ ଆସି ସ୍ତ୍ରୀକୁ ଗାଳି ଗୁଲଜ କରୁଥିଲା । ଆଉ ବେଳେବେଳେ ସ୍ତ୍ରୀକୁ ମାଡ଼ ବି ମାରୁଥିଲା ସ୍ବାମୀ … Read More

ପାଣିରୁ ବ୍ୟାପିଛି ଡାଇରିଆ, ଫିଲ୍ଡ ଭିଜିଟ୍ ବେଳେ ତଥ୍ୟ ପାଇଥିବା ନେଇ ସ୍ପଷ୍ଟ କଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ପାଣିରୁ ବ୍ୟାପିଛି ଡାଇରିଆ। ଫିଲ୍ଡ ଭିଜିଟ୍ ବେଳେ କେନ୍ଦ୍ରୀୟ ଟିମ୍ ତଥ୍ୟ ପାଇଥିବା ସୂଚନା ମିଳିଛି। ଲୋକସେବା ଭବନରେ ଏ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ସହ ବୈଠକ କରୁଛି କେନ୍ଦ୍ରୀୟ ଟିମ୍। ଏଥିସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି କଣ … Read More

ଗୋପାଳପୁର ଗଣଦୁଷ୍କର୍ମ ଘଟଣା: ବାଳ ଅପରାଧୀକୁ ସାବାଳକ ବିବେଚନା କରିବାକୁ ପୋଲିସର ଆବେଦନ

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଗୋପାଳପୁର ବିଚରେ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ନାବାଳକ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ବାଳ ଅପରାଧୀ ନୁହେଁ ସାବାଳକ ଅପରାଧୀ ଭାବେ ବିବେଚନା କରିବାକୁ ଆବେଦନ କରିଛି ପୋଲିସ । ବ୍ରହ୍ମପୁର ପୋଲିସ ଜୁଭେନାଇଲ ଜଷ୍ଟିସ … Read More

ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀ ସିଲ୍

କଟକ: ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍। କଟକ ଶଙ୍କରପୁର ଦାସସାହି ସ୍ଥିତ ପାଣି କମ୍ପାନୀ ସିଲ୍ କଲା ସିଏମସି। ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ସିଲ୍ କରାଯାଇଛି। ବିଶୁଦ୍ଧ ନକରି ମାର୍କେଟ୍‌କୁ ଛଡ଼ାଯାଉଥିଲା ଲିଟର … Read More

ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ତୀବ୍ର ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ସମୟ ରାତି ପ୍ରାୟ ୮.୩୦ ମିନିଟ୍ । କଲେଜ ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁ ସହ ସନ୍ଧ୍ୟା ସାଢ଼େ ୬ଟାରେ ଗୋପାଳପୁରରେ ପହଞ୍ଚି ବେଳାଭୂମି ବୁଲୁଥିଲେ । ପରେ ବେଳାଭୂମି ପାନ୍ଥ ନିବାସର ପଛ ଭାଗରେ ଥିବା ଏକ ନିଛାଟିଆ … Read More

ରାଜଧାନୀରେ ଅପମିଶ୍ରିତ ମଦ! ୨ଜଣଙ୍କର ମୃତ୍ୟୁ ଅଭିଯୋଗ, ଦୋକାନ ସିଲ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ଲକ୍ଷ୍ମୀସାଗର ଅଞ୍ଚଳରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଚାରି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଅନ୍ୟ … Read More

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କଲା ଏନସିଡବ୍ଲ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାରେ ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ, ଏଥିରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି । ଜାତୀୟ ମହିଳା କମିଶନ ମାମଲାରେ ଉଦବେଗ ପ୍ରକାଶ କରିବା … Read More

ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ … Read More

ଝାଡ଼ାବାନ୍ତି ଡ଼ର: ସବୁ ଜିଲ୍ଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଡରାଉଛି ଝାଡାବାନ୍ତି। ଦୃତ ଗତିରେ ଜିଲ୍ଲାକୁ ଜିଲ୍ଲା ମାଡି ଚାଲିଛି ଡାଇରିଆ। ଏନେଇ ଏବେ ଚିନ୍ତାରେ ଓଡ଼ିଶା। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାକୁ ତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ। ଏନେଇ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌ ପ୍ରତିକ୍ରିୟା … Read More

ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ

ପୁରୀ :  ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ  । ସାମଗ୍ରିକ ଭାବେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।  ତିନିରଥର ମହାରଣା ସେବକ ଏବଂ ଭୋଇ … Read More