ରଥଯାତ୍ରା ବର୍ଷାରେ ଭିଜିବା ସମ୍ଭାବନା ! : ଜୁନ୍ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ପୂର୍ବାନୁମାନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତି କରି ଝାଡ଼ଖଣ୍ଡ ନିକଟରେ ଦୁର୍ବଳ ହୋଇଛି। ଏହା ଦ୍ବାରା ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଅଞ୍ଚଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ପରେ ଆହୁରି ଦୁର୍ବଳ … Read More

ଲୋକ ପଚାରୁଛନ୍ତି ଗୋଟିଏ କଥା: ଓଡ଼ିଆଙ୍କ ମଉଡ଼ମଣି କିଏ ନବୀନ ନା ଜଗନ୍ନାଥ

ଭୁବନେଶ୍ୱର: ଆରୋଗ୍ୟ ହେବାର ବାର୍ତ୍ତା ଦେଇ ଅଡୁଆରେ ଫସିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର | ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁସ୍ଥ ହେବାର ବାର୍ତ୍ତା ଦେବାକୁ ଯାଇ ଏମିତି ପ୍ରଶଂସା କଲେ ଯେ ସୋସିଆଲ ମିଡ଼ିଆ ୟୁଜର୍ସ ପଚାରୁଛନ୍ତି କେବଳ … Read More

ସ୍କୁଲ ପାଠ୍ୟକ୍ରମ-ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ସାମିଲ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କହିଛନ୍ତି ଯେ, ରାଜ୍ୟ ସରକାର ସ୍କୁଲ ପାଠ୍ୟକ୍ରମ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନେଉଛନ୍ତି କାରଣ ଏହା ଏକ ସୁସ୍ଥ, ସ୍ୱାବଲମ୍ବୀ ଏବଂ ଦକ୍ଷ ଭାରତ … Read More

ଡାଇରିଆ: ଯାଜପୁରରେ ପୁଣି ୫ ହୋଟେଲ ସିଲ୍

ଯାଜପୁର: ଯାଜପୁରରେ ଆଉ ପାଞ୍ଚଟି ହୋଟେଲକୁ ସିଲ୍ କରାଯାଇଛି। ଯାଜପୁରରେ ଡାଇରିଆ ପାଇଁ ଦର୍ପଣ ତହସିଲ ପ୍ରଶାସନ ଆଉ ପାଞ୍ଚଟି ହୋଟେଲକୁ ସିଲ୍ କରିଛନ୍ତି। ଚଣ୍ଡିଖୋଲରେ ଗୋଟିଏ ହୋଟେଲ ଏବଂ ବାଲିଚନ୍ଦ୍ରପୁରରେ ୪ଟି ହୋଟେଲକୁ ସିଲ୍ କରାଯାଇଛି। ଏହି ସମସ୍ତ ହୋଟେଲ … Read More

୧୯ ହଜାର କୋଟିର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର:ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଭେଟି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି … Read More

ଦ୍ଵିତୀୟ ଦିନରେ ବି ନବ ଦାସଙ୍କ ଘରେ ଚାଲିଛି ଚଢ଼ଉ

ଝାରସୁଗୁଡା: ନବ ଦାସଙ୍କ ଲିଙ୍କରେ ଆଜି ବି ଦ୍ଵିତୀୟ ଦିନରେ ସୁନ୍ଦରଗଡ, ଝାରସୁଗୁଡା, ଦିଲ୍ଲୀ ଓ ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି | ବାସ୍ତବରେ ଗତକାଲିଠାରୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ … Read More

ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେଲା ବୌଦ୍ଧ; ଗଡ଼ିଲା ଟ୍ରେନ୍‌

ଭୁବନେଶ୍ବର/ବୌଦ୍ଧ: ଭାରତୀୟ ରେଳ ଇତିହାସରେ ବୌଦ୍ଧର ନାମ ଯୋଡ଼ି ହୋଇଛି। ବହୁ ପ୍ରତୀକ୍ଷିତ ଆଶା ପୂରା ହୋଇଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ଗସ୍ତ ଅବସରରେ ବୌଦ୍ଧରୁ ରେଳ ଚଳାଚଳର ଶୁଭାରମ୍ଭ … Read More

ପ୍ରଥମ ପର୍ଯ୍ୟାୟ UG ଆଡମିଶନର ଶେଷ ତାରିଖ ଅବଧି ବଢିଲା

ଭୁବନେଶ୍ୱର: ବଢିଲା ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି । ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ଜମା କରି … Read More

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି । ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତି ହେବ ୧.୫ ଟ୍ରିଲିଅନ ଡଲାର । ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଆଜିଠାରୁ ଭିଜନ ଡକୁମେଣ୍ଟ ୨୦୩୬ ଓ … Read More

ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ : ଓଡ଼ିଶାରେ ବିଜେପି ଡବଲ ଇଂଜିନ ସରକାରର ଲାଭ ମିଳୁଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାର ପରମ୍ପରା ଓ ଲୋକଙ୍କୁ ପ୍ରସଂଶା କଲେ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ … Read More