ରଥଯାତ୍ରା: ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ଚଳାଚଳ କରିବ ୩୬୫ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର/ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ୨୭ ତାରିଖ ଦିନ ପୁରୀରେ ଅନୁଷ୍ଠିତ ହେବ | ଏହି ଉପଲକ୍ଷେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେବା ଆଶା କରାଯାଉଛି | ଏହାକୁ … Read More

ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ତାଙ୍କ ବ୍ୟକ୍ତିଗତ ଡାକ୍ତର ଡାକ୍ତର … Read More

ବାଲୁକା କଳାରେ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଅର୍ନ୍ତଜାତୀୟ ବିଶ୍ଵ ଯୋଗ ଦିବସ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇ ଘଣ୍ଟା ଯୋଗ ଓ ପ୍ରାଣାୟାମ କଲେ ସୁସ୍ଥ ଓ ସାତଜ ଜୀବନ ଯାପନ କରିହେବ ବୋଲି ଯୋଗ ପ୍ରଶିକ୍ଷକମାନେ ମତ ଦିଅନ୍ତି। ସୁସ୍ଥ ଜୀବନ ଅତିବାହିତ କରିବାରେ … Read More

ଯାତ୍ରାପାର୍ଟି ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତା କାହ୍ନା

ଭୁବନେଶ୍ୱର,୨୧ା୬: ଥମୁନି ଯାତ୍ରାପାର୍ଟି ମାଲିକଙ୍କ ନାଁରେ ବିବାଦ। ଏବେ ସିଂହବାହିନୀ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାର ତଥା ଭିଲିଆନ୍‌ କାହ୍ନା। ସେ କହିଛନ୍ତି, ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀ ମୋତେ ଜୀବନରୁ ମାରି ଦେଇଥାନ୍ତେ। ଷଡ଼ଯନ୍ତ୍ର … Read More

ବନ୍ୟପ୍ରାଣୀ ନିୟମ ଅନୁଯାୟୀ ମାନବ ମୃତ୍ୟୁ ଏବଂ ଘର କ୍ଷତି ପାଇଁ ଅନୁକମ୍ପାମୂଳକ ସହାୟତା ସଂଶୋଧନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବନ୍ୟପ୍ରାଣୀ (ସୁରକ୍ଷା) (ଓଡ଼ିଶା) ନିୟମ ୧୯୭୪ର ନିୟମ ୪୫-କେକେ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି ଓଡ଼ିଶା ସରକାର ଶନିବାର ଦିନ ମାନବ ହତ୍ୟା ଏବଂ ଘର କ୍ଷତି ପାଇଁ ଅନୁକମ୍ପାମୂଳକ ସହାୟତାକୁ ସଂଶୋଧନ କରିଛନ୍ତି। ତଦନୁସାରେ, ମାନବ ମୃତ୍ୟୁ … Read More

ଡାଇରିଆ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ରାଜ୍ୟ ନିୟନ୍ତ୍ରଣରେ ଥିବା ଘୋଷଣା କଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଲୋକସେବା ଭବନରେ ରାଜ୍ୟର ଛଅଟି ଜିଲ୍ଲାରେ ଡାଇରିଆ ପରିସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଏହାର ପ୍ରକୋପକୁ ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପର ମୂଲ୍ୟାଙ୍କନ କରିଛନ୍ତି। ବୈଠକରେ ଆଲୋକପାତ କରାଯାଇଥିଲା ଯେ, … Read More

ଜମି ବିବାଦ ହିଂସା: ଗୋଷ୍ଠୀ ଆକ୍ରମଣରେ ୩ ଯୁବକ ଗୁରୁତର ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଏକ ଜମି ବିବାଦକୁ ନେଇ ଶନିବାର ଘଟିଥିବା ହିଂସାତ୍ମକ ସଂଘର୍ଷରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ବିଶୁ, ବାପି ଏବଂ ସଂଗ୍ରାମ ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ … Read More

୩୭୮ ପଞ୍ଜୀକୃତ ଛାତ୍ରୀଙ୍କ ମଧ୍ୟରୁ ମାତ୍ର ୫ଜଣ ସ୍କୁଲରେ ଉପସ୍ଥିତ: ଭର୍ତ୍ସନା ‌କଲେ ମନ୍ତ୍ରୀ

ଫୁଲବାଣୀ: ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ପକନାଗାଁ ଗ୍ରାମର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ଏବଂ ଛାତ୍ରୀଙ୍କ ଉପସ୍ଥାନ କମ ଥିବାରୁ ସ୍କୁଲ କର୍ମଚାରୀଙ୍କୁ ଭର୍ତ୍ସନା କରିଥିଲେ। ୩୭୮ … Read More

ନିମ୍ନମାନର ଏବଂ ବାସି ଖାଦ୍ୟ ବିକ୍ରି ଅଭିଯୋଗ: ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ଚଢ଼ଉ

ଭୁବନେଶ୍ବର: ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ, ଗ୍ରାହକମାନଙ୍କୁ ନିମ୍ନମାନର ଏବଂ ବାସି ଖାଦ୍ୟ ବିକ୍ରି ହେଉଥିବା ରିପୋର୍ଟ ଆସିବା ପରେ ଶନିବାର ରାଜଧାନୀ ସହରର ଅନେକ ହୋଟେଲରେ ଚଢାଉ କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ସହିତ ମିଳିତ ଭାବରେ … Read More

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର: ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର … Read More