ରାୟଗଡା ପରେ କୋରାପୁଟରେ ପୁଣି କଙ୍ଗାରୁ କୋର୍ଟ, ଗୋଟିଏ ବଂଶରେ ପ୍ରେମ କରିବାରୁ ବଳଦ ଦଣ୍ଡ
ଲକ୍ଷ୍ମୀପୁର : କାଳେ କାଳେ ପ୍ରେମକୁ ନେଇ ପ୍ରଳୟ ଘଟିଛି । ପ୍ରେମ ପାଇଁ କେଉଁଠି ପରିବାରକୁ ଏକ ଘରିଆ କରାଯାଉଛି ତ କେଉଁଠି ହତ୍ୟା । ଏପରି ବହୁ ଅଘଟଣ ଘଟୁଛି ପ୍ରେମକୁ ନେଇ । କିଛି ଦିନ ତଳେ ରାୟଗଡ଼ା … Read More
