ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ: ଆଜି ମହାପ୍ରଭୁଙ୍କ ବନଭୋଜି ବେଶ,

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ । ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଯେଉଡ଼ ଭୋଗ ପରେ ଶ୍ରୀକୃଷ୍ଣ ଜନ୍ମନୀତି ଓ ଗତକାଲି ନନ୍ଦଉତ୍ସବ ନୀତି ଅନୁଷ୍ଠିତ ହେବାପରେ ଆଜିଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ … Read More

୨୦ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ୧୯ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ … Read More

ଗାଁର ସୁରକ୍ଷା ପାଇଁ ବେଳାଭୁମୀରେ ନିଜସ୍ବ ଖର୍ଚ୍ଚରେ ଏକ ଲକ୍ଷରୁ ଅଧିକ ଝାଉଁ ଗଛ ରୋପଣ କଲେ ଗ୍ରାମବାସୀ

ବାଲେଶ୍ୱର : କିଏ କୋଦାଳ ରେ ମାଟି ତାଡୁଛି ତ କିଏ ଗଛ ଲଗାଇ ତା ମୂଳ ରେ ପାଣି ଦେଉଛି । ପିଲା ଠୁ ବୟସ୍କ ପର୍ଯ୍ଯନ୍ତ ସମସ୍ତେ ଗଛ ଲଗାଇବାରେ ବ୍ୟସ୍ତ । ରାତି ପାହିଲେ କୋଡି କୋଦାଳ ଧରି … Read More

ଯୌତୁକ ପାଇଁ ବଧୂହତ୍ୟା: ଅଭିଯୋଗ ଆଣିଲେ ବାପା

ଅନୁଗୁଳ: କେତେ କଣ ସ୍ବପ୍ନ ନେଇ ଶାଶୁଘରେ ପାଦ ଦେଇଥିଲେ ଟିକି । ହେଲେ ଭାଙ୍ଗିଗଲା ତାଙ୍କର ସବୁ ସ୍ବପ୍ନ । ଶାଶୁ ଘରେ ନିର୍ଯାତନାର ଶିକାର ହୋଇ ଶେଷରେ ଯୌତୁକ ଜୁଇରେ ଟିକି ଜଳିଗଲେ ବୋଲି ତାଙ୍କ ବାପା ଅଭିଯୋଗ ଆଣିଛନ୍ତି … Read More

ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତକୁ ପୋଲିସ ଜିମା ଦେଲେ ଗ୍ରାମବାସୀ

କାଲିମେଳା: ମୋତେ ମଦ ଦେବୁନି । କିନ୍ତୁ ଅନ୍ୟମାନଙ୍କୁ ରାନ୍ଧିକି ଦେବୁ । ଏବେ ଦେଖ୍ ମୁଁ ତୋର କଣ କରୁଛି । ଏମିତି କିଛି ଭାବି ଭାବି ସ୍ବାମୀ ମନ ଭିତରେ ରାଗ କୁହୁଳୁ ଥିଲା । ଆଉ ସ୍ତ୍ରୀ ଧାନ … Read More

ଝାଡାବାନ୍ତି ଆତଙ୍କ, କୃଷ୍ଣପୁର ଗାଁର୨୫ ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ଆନନ୍ଦପୁର : ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ କୃଷ୍ଣପୁର ଗାଁରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ୨୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସ୍ଥାନୀୟ ସାଇଁକୁଳ ଗୋଷ୍ଠୀ  ସ୍ବାସ୍ଥ୍ଯ କେନ୍ଦ୍ର ସମେତ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ।  ଅଶୋଧିତ … Read More

ପାଇଖାନା ଟାଙ୍କି ସଫା କଲା ବେଳେ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କଲେ ୨ ଶ୍ରମିକ

ନୂଆପଡ଼ା : ପାଇଖାନା ଟାଙ୍କି ଭିତରେ ଅଣନିଶ୍ବାସୀ ହୋଇ ଦୁଇ ଶ୍ରମିକ ମୃତ । ଏମିତି ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ । ଲକ୍ଷ୍ମୀ ଛକ ନିବାସୀ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଫଲସ ଖୋଲିବା … Read More

ମହାରାଷ୍ଟ୍ରରେ ଭୂସ୍ଖଳନ: ୨ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । … Read More

ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷାରେ ଭୂସ୍କଳନ: ଓଡ଼ିଆ CISF ଯବାନ ଶହୀଦ

କାମାକ୍ଷାନଗର :  ଜାମ୍ମୁ କାଶ୍ମୀରର କିସ୍ତୱାର ଠାରେ ବାଦଲଫଟା ବର୍ଷାରେ ଓଡ଼ିଆ CISF ଯବାନ ଶହୀଦ ହୋଇଛନ୍ତି l ଶହୀଦ ଯବାନ ଜଣକ ପରଜଙ୍ଗ ଥାନା ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ । ହଠାତ ବାଦଲଫଟା ବର୍ଷା ହେବା ଫଳରେ ଭୂସ୍କଳନ … Read More