ନିଟ ପିଜି ରେଜଲ୍ଟ : ଅଲ ଇଣ୍ଡିଆ ଟପ୍ପର ହେଇଛନ୍ତି ଓଡ଼ିଆ ପୁଅ ପୋଷନ ମହାପାତ୍ର
କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା ଫଳ ଘୋଷଣା କରିଛି । ଏଥିରେ ଅଲ ଇଣ୍ଡିଆ ଟପ୍ପର ହେଇଛନ୍ତି SCB ବଡ଼ … Read More
