ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର, ଅଗଷ୍ଟ ୩୧ରେ ନୂଆ ଏନଏସି ଓ ମହାନଗର ନିଗମ ଘୋଷଣା
ଭୁବନେଶ୍ବର ୨୮।୮: ବିକଶିତ ଓଡ଼ିଶା ୨୦୩୬ ମଞ୍ଚରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ତ୍ରୀ କହିଛନ୍ତି, ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର । ଆଗକୁ ସହରୀକରଣକୁ ବୃଦ୍ଧି କରାଯିବ । ରାଜ୍ୟରେ ମାତ୍ର ୧୭%ରେ ସୀମିତ ରହିଆସିଥିବା ସହରୀକରଣକୁ ୪୦% … Read More
