ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ, ଛାତ୍ରାବାସରେ କମିଶନରେଟ୍ ପୋଲିସର ରେଡ୍

ଭୁବନେଶ୍ବର: ଅଣଛାତ୍ର ମୁକ୍ତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ବାଣୀବିହାର ଛାତ୍ରାବାସରେ ତାଲା ଭାଙ୍ଗି ପଶିଲା କମିଶନରେଟ୍ ପୋଲିସ । ସକାଳରୁ ବିଭିନ୍ନ ହଷ୍ଟେଲରେ ଚଢ଼ାଉ କରୁଛି ପୋଲିସ । ୧,୨,୩ ଓ ୫ ନମ୍ବର … Read More

ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୦ ତାରିଖରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର : ଉପ ରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ବିରତ ରହିବାକୁ ନିଷ୍ପତ୍ତି ନେଇଛି । ବରିଷ୍ଠ ନେତା ଓ ସାଂସଦଙ୍କ ସହ ଆଲୋଚନା ପରେ ବିଜେଡି ସଭାପତିଙ୍କ ନିଷ୍ପତ୍ତି। ଏନଡିଏ ଓ ଇଣ୍ଡିଆ ମେଣ୍ଟଠାରୁ ବିଜେଡି ସମଦୂରତ୍ବ ବଜାୟ ରଖିଛି। ବିଜେଡି ସାଂସଦ … Read More

ହାତୀପଲ ଆକ୍ରମଣରେ ମହିଳା ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଅଟୋକୁ ହାତୀ ପଲ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟ … Read More

ଚନ୍ଦ୍ର ଗ୍ରହଣରେ ଆମିଷ ଖାଇବା ନେଇ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ

ଭୁବନେଶ୍ୱର : ଚନ୍ଦ୍ର ଗ୍ରହଣରେ ଆମିଷ ଖାଇବାକୁ ନେଇ ହୋଇଛି ହଙ୍ଗାମା । ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି ଭୁବନେଶ୍ୱର ନାଗେଶ୍ଵର ଟାଙ୍ଗୀରେ ଘଟିଛି ଏଭଳି ଘଟଣା । କିଛି ହେତୁବାଦି ମିଶି ଭଡା ଘରେ ଭୋଜି କରୁଥିଲେ … Read More

ରେଲୱେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼

ଝାରସୁଗୁଡ଼ା: ଝାରସୁଗୁଡାରେ ଫୁଟିଲା ଗୁଳି । ସହରର ରେଲୱେ କଲୋନୀରେ ରହୁଥିବା ରେଲୱେ କର୍ମଚାରୀ ଦଶରଥ ସୁନା ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେକୁ ଗୁଳିମାଡ଼ ହୋଇଛି । ବିଳମ୍ବିତ ରାତିରେ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଘର … Read More

ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ, କହିଲେ, ‘ଆମେ ଯାହା ହାସଲ କରିଛୁ, ସେ କେବେ ଭାବି ନଥିଲେ’

ଭୁବନେଶ୍ବର: ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୪ ବର୍ଷ ସରକାର ଯାହା କେବେ ଭାବିନଥିବ, ମୋହନ ସରକାର ତାହା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ସମ୍ପାଦକୀୟ … Read More

ଫୌଜଦାରୀ ମାମଲାରେ ମନ୍ତ୍ରୀଙ୍କ ନାଁ: ତାଲିକାର ଶୀର୍ଷରେ ଓଡ଼ିଶା, ଆନ୍ଧ୍ର

ଭୁବନେଶ୍ବର: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ ର ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଏପରି ରାଜ୍ୟ ଭାବରେ ଉଭା ହୋଇଛି ଯେଉଁଠାରେ ସର୍ବାଧିକ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ … Read More

ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ସେପ୍ଟେମ୍ବର ୧୭ରୁ ମିଳିବ ଆଡ଼ମିଟ କାର୍ଡ

କଟକ: ଆସନ୍ତା ୨୭ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଏଥର ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ସଂସ୍ଥାର ଟେକନିକ … Read More

ଘରୋଇ କଳହର କରୁଣ ପରିଣତି, ମାଆକୁ ହତ୍ୟା କଲା ପୁଅ

ସୁନ୍ଦରଗଡ଼ : ମାଆକୁ ହତ୍ୟା କଲା ପୁଅ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବନ୍ଧପାଲି ଗାଁରେ ମାଆକୁ ହତ୍ୟା କଲା ପୁଅ । ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁଅ ବଳିନ୍ଦ୍ର ଧୁରୁଆଫେରାର । ଗତକାଲି ରାତିରେ ଘଟିଛି … Read More

ନାଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୋଳ : ଉଲଗ୍ନ ଅବସ୍ଥାରେ ଭାଲୁଖାଇ ନାଳରେ ଭାସୁଛି ନାବାଳିକାର ମୃତ ଦେହ ।  ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ମୃତକଙ୍କ ଭାଇ । ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ଅନୁଗୋଳ ସଦର ଥାନା ,ଶ୍ୟାମସୁନ୍ଦରପୁର … Read More