ସରିଲା ଐତିହାସିକ ବାଲିଯାତ୍ରା; ୩୦୦ କୋଟିର କାରବାର

କଟକ: ଗତକାଲି ଥିଲା କଟକ ବାଲିଯାତ୍ରା ଶେଷ ସନ୍ଧ୍ୟା। ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ହେଲେ ଆଜି ସରିଯାଇଛି ଐତିହାସିକ କଟକ ବାଲିଯାତ୍ରା । ୯ ଦିନର ଏହି ମେଳାରେ ଚଳିତବର୍ଷ … Read More

୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। … Read More

ଏଜି ଛକରେ ରହିବନି ଟ୍ରାଫିକ ପୋଷ୍ଟ, ନିର୍ମାଣ ହେବ ଦୁଇ ଥାକିଆ ରାସ୍ତା

ଭୁବନେଶ୍ଵର: ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ। ଏଜି ଛକ ଦେଇ ଏହି ରାସ୍ତା ଯିବ। ମାଟି ତଳେ ଏବଂ ମାଟି ଉପରେ ରାସ୍ତା ନିର୍ମାଣ … Read More

୧୦ ଡିଗ୍ରୀ ତଳେ ୪ ସହର, ସେମିଳିଗୁଡ଼ା ସବୁଠୁ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା ରହିଥିବାବେଳେ ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଏଠାରେ ତାପମାତ୍ରା ୭.୧ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଜି. … Read More

ଆସନ୍ତା ୨୦ରୁ ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନ କିଣା

ବରଗଡ : ଆସନ୍ତା ୨୦ ତାରିଖରୁ ବରଗଡ ଜିଲ୍ଲାରୁ ଖରିଫ୍ ଧାନ କିଣା ଆରମ୍ଭ ହେବ। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତି ହୋଇଛି। ପ୍ରଥମ ପର୍ଯ୍ୟାୟରେ … Read More

ଏକତା ପଦଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ … Read More

ଅପରାଜିତା ଷଡ଼ଙ୍ଗୀ ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ବର, : ସଂସଦରେ ଆଗତ ସମ୍ବିଧାନ ଅଧିନିୟମ (ସଂଶୋଧନ)-୨୦୨୫, ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ଅଧିନିୟମ-୨୦୨୫, ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶାସନ (ସଂଶୋଧନ) ଅଧିନିୟମ-୨୦୨୫ ସମ୍ପର୍କରେ ଅନୁଧ୍ୟାନ ପାଇଁ ଗଠିତ ସଂସଦୀୟ ଯୁଗ୍ମ କମିଟିର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି ଭୁବନେଶ୍ବର … Read More

୮.୩୪ ଲକ୍ଷ ଟଙ୍କା ଘୋଟଲା: ପାକ୍ସ ପୂର୍ବତନ ମୁଖ୍ୟ ଗିରଫ

କଟକ : ୮ ଲକ୍ଷ ୩୪ ହଜାର ଟଙ୍କା ଘୋଟଲାରେ ପାକସ ପୂର୍ବତନ ମୁଖ୍ୟ ଗିରଫ । ଗିରଫ କଲା ଓଡିଶା ଭିଜିଲାନ୍ସ। ବଲାଙ୍ଗୀର ପାଟଣାଗଡ଼ ପଣ୍ଡାମୁଣ୍ଡା ପାକସ ପୂର୍ବତନ ସମ୍ପାଦକ କୁଶଧ୍ୱଜ ସାହୁ। ପ୍ରାଥମିକ କୃଷି କୋଅପରେଟିଭ ସୋସାଇଟିରେ ଆର୍ଥିକ ଅନିୟମିତତା … Read More

ଧନୁଯାତ୍ରା ପାଇଁ ସରିଲା କଳାକାରଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟା

ବରଗଡ଼ : ସରିଲା କଂସ ଭୂମିକା ସମେତ ବିଭିନ୍ନ କଳାକାର ମାନଙ୍କ ଆବେଦନର ଯାଞ୍ଚ ପ୍ରକ୍ରିୟା। ବିଶ୍ଵର ସର୍ବବୃହତ ଖୋଳା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଆବେଦନ କରିଥିବା କଳାକାର ମାନଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । … Read More

ବିଲ ମୁଣ୍ଡରେ ଶୋଇ ରହିଛି ବଉଳା କୁମ୍ଭୀର, ଚାଷୀ ଭୟଭୀତ

ରାଜନଗର : ବିଲ ମୁଣ୍ଡରେ ଜଗି ରହିଛି ବିରାଟକାୟ ବଉଳା କୁମ୍ଭୀର । ତିନିଦିନ ହେବ କୁମ୍ଭୀରଟି ବିଲ ମୁଣ୍ଡରେ ଶୋଇ ରହିଥିବାରୁ ବିଲକୁ ଯିବାକୁ ଭୟ କରୁଛନ୍ତି ଚାଷୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଗୋପାଳପୁର , କେରଡାଗଡର ମୁଖ୍ୟ … Read More