ମହାମହିମଙ୍କ ସହ ବସି ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଭୁବନେଶ୍ବର : ବିଧାନସଭା ପରିସରରେ ଏକାଠି ବସିଲେ ନବୀନ-ମୋହନ । ମହାମହିମ ରାଷ୍ଟ୍ରପତିଙ୍କ ବିଧାନସଭା ପରିଦର୍ଶନ ଅବସରରେ ଯେତେବେଳେ ଫଟୋ ସେସନ ଚାଲିଥିଲା ସେତେବେଳ ଏକାଠି ଏବଂ ପାଖାପାଖି ବସିଥିବା ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳନେତା … Read More
