ମଧ୍ୟାହ୍ନଭୋଜନ ଚାଉଳ ଚାଲାଣ: ଧରା ପଡିଲେ ପ୍ରଧାନଶିକ୍ଷକ
ଅନୁଗୁଳ: ଚୋରି କରୁଥିଲେ ସାର୍ । ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରା ପଡିଲେ ପ୍ରଧାନ ଶିକ୍ଷକ । କାର ସହ ମଧ୍ୟାହ୍ନ ଭୋଜନ ଚାଉଳ ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ଉଚ୍ଚ … Read More
